ବାହୁବଳିରେ ଅଭିନୟ କରିଥିବା ଦେବସେନାଙ୍କ ସାସୁଙ୍କୁ ଦେଖିଲେ ଆପଣ କଦାପି ବିଶ୍ଵାସ କରି ପାରିବେ ନାହିଁ, କ୍ଲିକ କରି ଦେଖନ୍ତୁ ଫଟୋ…

you wont believe that mother in law of Devsena is more beautiful than her

ଓଡ଼ିଆ ଗସିପ ବ୍ୟୁରୋ: ଆପଣ ମାନେ ସମସ୍ତେ ସୁପର ହିଟ ଫିଲ୍ମି ବହୁବଳୀ ଦେଖିଥିବେ । ଏହି ଫିଲ୍ମି ରେ ସବୁ ଚରିତ୍ର ଖୁବ ସୁନ୍ଦର ଅଭିନୟ କରିଛନ୍ତି । ଏହି ବହୁବଳୀ ଫିଲ୍ମି ଟି ବହୁତ ଲୋକପ୍ରିୟତା ହାସଲ କରିଛି ।

ଆପଣ ମାନେ ସମସ୍ତେ ଏହି ଫିଲ୍ମି ର ଗୋଟିଏ ମୁଖ୍ୟ ଚରିତ୍ର ଦେବସେନା ଆପଣ ମାନେ ଜାଣିଥିବେ ଏହି ଦେବସେନା ଭୂମିକାରେ ଅଭିନୟ କରିଛନ୍ତି ଲୋକ ପ୍ରିୟ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ । ଅନୁଷ୍କା ଙ୍କର ସବୁ ଫିଲ୍ମି ଗୁଡିକ ବହୁତ ହିଟ ମଧ୍ୟ ହେଉଛି ।

ଅନୁଷ୍କା ଖୁବ ସୁନ୍ଦର ଅଭିନୟ କରନ୍ତି ସେଥିପାଇଁ ତାଙ୍କୁ ଫିଲ୍ମି ନିର୍ମାତା ପ୍ରଥମ ପସନ୍ଦ କରିଥାନ୍ତି।ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ଅନୁଷ୍କାଙ୍କର ଶାଶୁଙ୍କର ବିଷୟରେ ।

devsena1

 

ତେବେ ଆମେ ଯାହା ଆଜି ଆପଣ ମାନଙ୍କୁ କହିବାକୁ ଯାଉଛୁ ତାହା ଖୁବ କମ ଲୋକ ଜାଣିଥିବେ । ଫେମସ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ 1981 ମସିହା ନଭେମ୍ବର ମାସ 7 ତାରିଖରେ ଜନ୍ମ ଗ୍ରହଣ କରିଥିଲେ ।

ସେ ପ୍ରଥମେ ଗୋଟିଏ ଘରୋଇ ସ୍କୁଲ ରେ ପାଠ ପଢିଥିଲେ ଓ ପରେ ମାଉଣ୍ଟ କର୍ମେଲ କଲେଜ ରେ ନିଜର ଗ୍ରାଜୁଏସନ ପୁରା କରିଥିଲେ । ଅନୁଷ୍କା ତାଙ୍କର ପ୍ରଥମ ଫିଲ୍ମି 2005 ରେ କରିଥିଲେ ।

devsena2

ଆସନ୍ତୁ ଜାଣିବା ତାଙ୍କ ଶାଶୁଙ୍କର ବିଷୟରେ ଆପଣଙ୍କୁ କହି ଦେଉଛୁ କି ସେ ବଲିଉଡର ଜଣାଶୁଣା ଆକ୍ଟର ଓ ବାହୁବଳିର ହୀରୋ ପ୍ରଭାସଙ୍କ ସହିତ ରିଲେସନରେ ଅଛନ୍ତି । ସେ ତାଙ୍କୁ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଏହି ଦୃଷ୍ଟିରୁ ପ୍ରବାସଙ୍କ ମା' ସିବା କୁମାରୀ ତାଙ୍କର ଶାଶୁ ଅଟନ୍ତି ।

Share this story

World Odia Language Conferene