ଦେଖନ୍ତୁ ଭିଡିଓ: ମହମ୍ମଦ ଶାମିଙ୍କ ଏହି ମୂର୍ଖାମୀକୁ ଦେଖି ରୋହିତ ହେଲେ କ୍ରୋଧିତ, ହାର୍ଦ୍ଦିକ ମଧ୍ୟ ହେଲେ ନିରାଶା

ଓଡ଼ିଆ ଗସିପ ବ୍ୟୁରୋ: ଟି-20 ବିଶ୍ୱକପ 2022 ର ସେମିଫାଇନାଲ ମ୍ୟାଚରେ ଇଂଲଣ୍ଡ ଠାରୁ 10 ୱିକେଟରେ ଭାରତ ପରାସ୍ତ ହୋଇଛି । ଭାରତୀୟ ଦଳର ବ୍ୟାଟିଂ, ବୋଲିଂ ଏବଂ ଫିଲ୍ଡିଂ ଆଡିଲେଡ୍ ଗ୍ରାଉଣ୍ଡରେ ଫ୍ଲପ୍ ହୋଇଥିଲା ।
ଭାରତୀୟ ଫିଲ୍ଡିଂ ସମୟରେ ଏପରି ଏକ ଘଟଣା ଘଟିଥିଲା ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ହିଟମ୍ୟାନ୍ ରୋହିତଙ୍କ କ୍ରୋଧ ବଢ଼ିଯାଇଥିଲା । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଏଠି କ୍ଲିକ କରି ଅଧିକ ପଢନ୍ତୁ : ଚନ୍ଦ୍ରଗ୍ରହଣରେ ସ୍ୱାମୀକୁ ଛୁଇଁଲେ ପାପ; ଏହି ବେଳାରେ ଶାରୀରିକ ସମ୍ବନ୍ଧ କେତେ ଠିକ ବିବାହିତା ଦମ୍ପତ୍ତି ନିଶ୍ଚିନ୍ତ ଜାଣି ରଖନ୍ତୁ...
ଇଂଲଣ୍ଡର ଇନିଂସର 9ମ ଓଭରରେ ଏହି ଘଟଣା ଘଟିଛି । ଜୋସ୍ ବଟଲର୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲରୁ ୱିକେଟ୍ ପଛରେ ଏକ ସଟ୍ ଖେଳିଥିଲେ । ଦ୍ରୁତ ବୋଲର ମହମ୍ମଦ ଶାମି ବାଉଣ୍ଡରୀ ନିକଟରେ ଫିଲ୍ଡିଂ କରୁଥିଲେ ଏବଂ ସେ ବଲ୍ ଧରିଥିଲେ । କିନ୍ତୁ ମଝିରେ ସେ ଏକ ବଡ ଗଡବଡ଼ କରିଥିଲେ ।
ଦେଖନ୍ତୁ ଭିଡିଓ:
— Guess Karo (@KuchNahiUkhada) November 10, 2022
ଏଠି କ୍ଲିକ କରି ଅଧିକ ପଢନ୍ତୁ : ନିଜକୁ ନିଜେ ବିବାହ ହୋଇ ୨ ମାସ ପରେ କନିଷ୍କା ସୋନି ହେଲେ ଗର୍ଭବତୀ! ଫଟୋ ସେୟାର କରି ଲେଖିଲେ, ‘ମୁଁ ସେଲ୍ଫ ପ୍ରେଗ୍ନାଣ୍ଟ…’
ବାସ୍ତବରେ, ବଲ୍ ଧରି ସେ ନିଜେ ୱିକେଟ୍ କିପରଙ୍କ ଆଡକୁ ଫିଙ୍ଗି ନଥିଲେ, ବରଂ ବଲକୁ ପାଖରେ ଠିଆ ହୋଇଥିବା ସାଥୀ ଖେଳାଳି ଭୁବନେଶ୍ୱର କୁମାରଙ୍କ ନିକଟକୁ ଦେବାକୁ ଚେଷ୍ଟା କରିଥିଲେ । ଏହା ଦେଖି ଅଧିନାୟକ ରୋହିତ ଆଉ ବୋଲର୍ ପାଣ୍ଡ୍ୟା ଆଶ୍ଚର୍ଯ୍ୟ ହୋଇଥିଲେ ।