୨୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି, କାହାକୁ ମିଳିଲା ଟିକେଟ୍ ଦେଖନ୍ତୁ ତାଲିକା..
Apr 16, 2024, 12:25 IST
BJP ର ବିଧାନସଭା ପ୍ରାର୍ଥୀ ତାଲିକା
ଓଡ଼ିଆ ଗସିପ୍ ବ୍ୟୁରୋ: ଆଗାମୀ ନିର୍ବାଚନ ପାଇଁ ରାଜ୍ୟ ବିଜେପି ତାର ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକ ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ୧୧୨ ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ୨୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଆଜି ଘୋଷଣା ହୋଇଥିବା ୨୧ ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରେ …
ଆଧିକ ପଢନ୍ତୁ : ଆପଣଙ୍କୁ ହୋଇଛି କି ଡାଇସେଟିସ୍ ? ଏସବୁ ଲକ୍ଷଣରୁ ଜାଣି ହୋଇଯାଆନ୍ତୁ ସତର୍କ! ନଚେତ୍...ଭୋଗିବେ
- ଡାବୁଗାଁ- ସୋମନାଥ ପୂଜାରୀ,
- ରାଜନଗର- ଲଳିତ ବେହେରା
- ବାଲିକୁଦା-ଏରସମାରୁ- ସତ୍ୟସାରଥି ମହାନ୍ତି
- ଜଗତସିଂହପୁର- ଅମରେନ୍ଦ୍ର ଦାଶ
- କାକଟପୁର- ବାଇଧର ମଲ୍ଲିକ
- ରଣପୁର- ସୁରମା ପାଢ଼ୀ
- ସାନଖେମୁଣ୍ଡି- ଉତ୍ତମ କୁମାର ପାଣିଗ୍ରାହୀ
- କରଞ୍ଜିଆ- ପଦ୍ମଚରଣ ହାଇବ୍ରୁ
- ଝରିଗାଁ- ନରସିଂହ ଭତ୍ରା
- ରାଉରକେଲାରୁ – ଦିଲ୍ଲୀପ ରାୟ
- ପାଟଣା- ଅଖିଲ ଚନ୍ଦ୍ର ନାୟକ
- ସାରସକଣା- ଭାଦବ ହାଁସଦା
- ରାଇରଙ୍ଗପୁର- ଜୋଲେନ ବରଦା
- ବାଙ୍ଗିରିପୋଷି- ସଞ୍ଜଳୀ ମୁର୍ମୁ
- ରାୟଗଡ଼ା- ବସନ୍ତ ଉଲାକା
- ଲକ୍ଷ୍ମୀପୁର- କୈଳାସ କୁଲେସିକା
- କୋଟପାଡ- ରୁପୁ ଭତ୍ରା
- ପଟାଙ୍ଗୀ- ଚୈତନ୍ୟ ନନ୍ଦିବାଲି
- ଚିତ୍ରକୋଣ୍ଡାରୁ- ଡମ୍ବରୁ ଶିଶା
- ମୋହନା- ପ୍ରଶାନ୍ତ ମଲ୍ଲିକ
- ବିଷମକଟକ- ଜଗନ୍ନାଥ ନୁଣ୍ଡ୍ରୁକା
ଆଧିକ ପଢନ୍ତୁ : ୟୁରିକ୍ ଏସିଡ୍କୁ ଦୂର କରିବ ଏହି ୩ଟି ଜିନିଷ, ଯନ୍ତ୍ରଣାରୁ ମିଳିବ ମୁକ୍ତି!