ହୋଲି ରାତିରେ ରାଜଧାନୀ ଭୁବନେଶ୍ୱରରେ ଲିଫ୍ଟ ଦେବାକୁ କହି ଯୁବତୀଙ୍କୁ ଦୁଷ୍କର୍ମ

Youth raped girl on Holi night

ଓଡ଼ିଆ ଗସିପ ବ୍ୟୁରୋ: ହୋଲି ରାତିରେ ରାଜଧାନୀରେ ଯୁବକଙ୍କ ହଙ୍ଗାମା । ଲିଫ୍ଟ ଦେବାକୁ କହି ଯୁବତୀଙ୍କୁ ଦୁଷ୍କର୍ମ କଲେ ଯୁବକ । ନିଛାଟିଆ ସ୍ଥାନକୁ ନେଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି ।

ଯୁବତୀ ଜଣକ ହୋଟେଲ ମ୍ୟାନେଜମେଣ୍ଟ ଛାତ୍ରୀ । ରେଷ୍ଟୁରାଣ୍ଟରୁ କାମ ସାରି ଫେରୁଥିବା ବେଳେ ଦୁଷ୍କର୍ମର ଶିକାର ହୋଇଥିଲେ । ମାମଲାରେ ଅଭିଯୁକ୍ତ ସତ୍ୟ ନାରାୟଣ ସାହୁଙ୍କୁ ଗିରଫ କରିଛି ମୈତ୍ରୀ ବିହାର ଥାନା ପୁଲିସ ।

ଆହୁରି ପଢ଼ନ୍ତୁ : ବିଜୟଙ୍କ ବିସ୍ଫୋରକ ବୟାନ- ‘ମନ୍ତ୍ରୀ ନବ ଦାସ ହତ୍ୟା ପଛରେ ଦୁଇ ଅଣଓଡ଼ିଆ ଅଫିସର ଅଛନ୍ତି ମୁଖ୍ୟ ନାୟକ’, ତଦନ୍ତ ହେଉ...

ଘଟଣାର ଅଧିକ ତଦନ୍ତ ପାଇଁ ଯୁବତୀ ଜଣଙ୍କ ବୟାନ ରେକର୍ଡ କରୁଛି ପୋଲିସ । ସେପଟେ ପୋଲିସ ଯୁବତୀଙ୍କ ଡାକ୍ତରୀ ମଇନା କରିଥିବା ଜଣା ପଡିଛି ।

Share this story