ଯୁବକଙ୍କୁ ପଛପଟୁ ଧକ୍କା ଦେଲା ଟ୍ରେନ୍, ଛାଡିଗଲା ରିଲ୍ସ କରିବା ନିଶା, ଅକାଳରେ ଗଲା ଜୀବନ 
 

youth dies in train collision due to reels addiction in Odisha
ଯୁବକଙ୍କୁ ପଛପଟୁ ଧକ୍କା ଦେଲା ଟ୍ରେନ୍, ଛାଡିଗଲା ରିଲ୍ସ କରିବା ନିଶା, ଅକାଳରେ ଗଲା ଜୀବନ 
 

ଓଡ଼ିଆ ଗସିପ୍ ବ୍ୟୁରୋ: ରିଲ୍ସ କରିବା ନିଶାରେ ଟ୍ରେନ୍‌ ଧକ୍କାରେ ଯୁବକଙ୍କ ମୃତ୍ୟୁ। ସବିରା ଷ୍ଟେସନରେ ଜଣେ ଯୁବକଙ୍କୁ ପଛପଟୁ ଧକ୍କା ଦେଇଥିଲା ଟ୍ରେନ୍। ଘଟଣସ୍ଥଳରେ ଉକ୍ତ ଯୁବକଙ୍କ ମୃତ୍ୟୁ ଘଟିଥିଲା। 

ଆଧିକ ପଢନ୍ତୁ : ମୀନ ରାଶିରେ ଚଳନ କଲେ ସୂର୍ଯ୍ୟ, ଚମକିବ ଏହି ୩ ରାଶିର ବ୍ୟକ୍ତିଙ୍କ ଭାଗ୍ୟ!

ମୃତ ଯୁବକ ଜଣଙ୍କ ହେଲେ ଭଦ୍ରକ ଜିଲ୍ଳା ଚରମ୍ପା ବାଣିତିଆ ଗ୍ରାମର ପୁନିଆ ପାତ୍ରଙ୍କ ପୁଅ ଅକ୍ଷୟ ପାତ୍ର। ଅକ୍ଷୟ କିଛି ଦିନ ହେବ (ସବିରା) ରହଣିଆ ଗ୍ରାମର ଯାତ୍ରା ପାର୍ଟି ପାଇଁ ନାଚିବା ପାଇଁ ଆସିଥିଲେ। ଆଜି ୪ଟା ସମୟରେ ରିଲ୍ସ କରୁଥିବା ସମୟରେ ଧକ୍କା ଦେଇଥିଲା ଟ୍ରେନ୍।

ଆଧିକ ପଢନ୍ତୁ: BP ବଢିଗଲେ ଦେଖାଦିଏ ଏହି ସବୁ ଲକ୍ଷଣ, ହୁଅନ୍ତୁ ସାବଧାନ! ନଚେତ୍...

Share this story