ବାଇକ ଚାଳକକୁ ଚକାତଳେ ଚାପିଦେଲା ଟ୍ରକ୍, ଅକାଳରେ ଚାଲିଗଲା ଜୀବନ 

Youth dies as truck hits motorcycle in mayurbhanj
ବାଇକ ଚାଳକକୁ ଚକାତଳେ ଚାପିଦେଲା ଟ୍ରକ୍, ଅକାଳରେ ଚାଲିଗଲା ଜୀବନ 

ଓଡ଼ିଆ ଗସିପ୍ ବ୍ୟୁରୋ: ବାଇକ ଚାଳକକୁ ଚକାତଳେ ଚାପିଦେଲା ଟ୍ରକ୍ । ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ପାଇକପଡ଼ା ଗାଁକୁ ଆଜି ଏକ ଓଡି ୦୧ ଏକ୍ସ ୩୨୫୧ ନମ୍ବର ବିଶିଷ୍ଟ ଟ୍ରକ ଧାନ ଆଣିବାକୁ ଯାଉଥିବାବେଳେ ବିକର୍ତ୍ତନ ବାସଙ୍ଗ ନାମକ ଜଣେ ବ୍ୟକ୍ତି ବାଇକ ଯୋଗେ କୌଣସି ଏକ କାମରେ ବିପରୀତ ଦିଗରୁ ଆସୁଥିଲେ।

ଅଧିକ ପଢନ୍ତୁ : କିଏ ସେହି ଭାସ୍କର ସାହୁ ? ଯିଏ ୫ଟି ସଚିବ ଭି.କେ ପାଣ୍ଡିଆନଙ୍କୁ କଲା କାଳିମାଡ

ତେବେ ହଠାତ୍ ବାଇକ ଆରୋହୀ ଜଣକ ଟ୍ରକ ପଛ ଚକାତଳେ ଚାପି ହୋଇ ମୃତ୍ୟୁ ବରଣ କରିଛନ୍ତି। ଘଟଣା ସ୍ଥଳରେ ବଡସାହି ପୁଲିସ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି।

ଅଧିକ ପଢନ୍ତୁ :କେମିତି ଜାଣିବେ ଆପଣଙ୍କୁ ହୋଇଛି ଲିଭର୍ କ୍ୟାନ୍ସର, ଜାଣନ୍ତୁ ରୋଗର ଲକ୍ଷଣ ଏବଂ କାରଣ

ଫାର୍ମାସିଷ୍ଟଙ୍କଠାରୁ ମେଡିସିନ ଆଣିଥିବାରୁ ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସି ଏହାକୁ ଅଗ୍ରାହ୍ୟ କରିବା ସହ ତାଙ୍କୁ ଚାରି ବର୍ଷ ବ୍ୟାନ କରିଛି ବୋଲି ଦୂତୀ କହିଛନ୍ତି । ଏନେଇ ନାଡା କହିଥିଲା ସାର୍ଟିଫିକେଟ ପ୍ରସ୍ତୁତ କରିବା ଜରୁରୀ ଥିଲା । ଗତ ୧୦ ବର୍ଷ ଧରି ସେ ବହୁ ଜାତୀୟ କ୍ରୀଡ଼ାରେ ଭାଗ ନେଇଛନ୍ତି । ମାତ୍ର ଡୋପିଂ ଟେଷ୍ଟରେ କେବେ ଫେଲ୍ ହୋଇ ନଥିଲି ।

Share this story