ଗ୍ୟାସ୍ ଟାଙ୍କି ଫାଟି ଯୁବକ ଜୀବନ୍ତ ଦଗ୍ଧ, ଶୋଇଥିବା ବେଳେ ଘଟିଲା ଏହି ବଡ ଅଘଟଣ 
 

Young Man Dead After LPG Cylinder Blast In Dhenkanal
ଗ୍ୟାସ୍ ଟାଙ୍କି ଫାଟି ଯୁବକ ଜୀବନ୍ତ ଦଗ୍ଧ

ଓଡ଼ିଆ ଗସିପ୍ ବ୍ୟୁରୋ: ଢେଙ୍କାନାଳ ଜିଲ୍ଲା କଞ୍ଜକାନ୍ତରେ ଏକ ଦୁଃଖଦ ଘଟଣା ଘଟି ଯାଇଛି। ଘରେ ଗ୍ୟାସ ଟାଙ୍କି ଫାଟି ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାମ ଶମ୍ଭୁ ପ୍ରସାଦ ରଥ । ଘରେ ସେ ଶୋଇଥିବା ବେଳେ ଗ୍ୟାସ ଟାଙ୍କି ବିସ୍ଫୋରଣ ଘଟିଥିଲା । 

ଅଧିକ ପଢନ୍ତୁ :ଶୀତଦିନେ ପୂରା ସମ୍ପୂର୍ଣ୍ଣ ସୁସ୍ଥ ରହିବା ପାଇଁ ଆପଣାନ୍ତୁ ଏହି ୫ଟି ସରଳ ଟିପ୍ସ 

ବିସ୍ଫୋରଣରେ ଶମ୍ଭୁଙ୍କ ଜୀବନ୍ତ ଦଗ୍ଧ ଘଟିଛି । ଶମ୍ଭୁ ଜଣେ ଗାଡ଼ି ଇନସୁରାନ୍ସ କର୍ମଚାରୀ ଭାବେ କାମ କରୁଥିଲେ। ଖବର ପାଇ ଅଗ୍ନିଶମ ଗାଡ଼ି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା ପାଇଁ ଚେଷ୍ଟା ଜାରି ରଖିଛି।

ଅଧିକ ପଢନ୍ତୁ :ସାଥୀଙ୍କୁ ଖୁସି କରିବାକୁ ଚାହୁଁ ଥିଲେ ପ୍ରତିଦିନ ରାତିରେ ଖାଆନ୍ତୁ...,ବୃଦ୍ଧି ପାଇବ ଯୌନ ଶକ୍ତି !
 

Share this story