କଲେଜରୁ ଫେରୁଥିବା ବେଳେ ୩ ଛାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍

truck dashed three college students while on way

ଓଡ଼ିଆ ଗସିପ ବ୍ୟୁରୋ: ଦୁର୍ଘଟଣା ଏମିତି ବି ଜୀବନରେ ଆସେ ଯାହା ଆପଣ କେବେ କଳ୍ପନା ବି କରି ନଥିବେ । ତିନି ଛାତ୍ରୀଙ୍କ ପାଇଁ ଆଜିର ଦିନ ଏକ ଦୁଃର୍ଭାଗ୍ୟ ପୂର୍ଣ୍ଣ ଦିନ ପାଲଟିଛି ।

ହଁ ଆଜ୍ଞା ବରଗଡ଼ ଜିଲ୍ଲା କାଦବାହାଲରେ ଘଟିଛି ଏକ ଅଭବାନୀୟ ଘଟଣା । କଲେଜରୁ ଫେରୁଥିବା ସମୟରେ ଏକ ଟ୍ରକ ଦ୍ରୁତ ଗତିରେ ଆସି ତିନି କଲେଜ ଛାତ୍ରୀଙ୍କୁ ଧକ୍କା ଦେଇଥିଲା ।

ଅଧିକ ପଢ଼ନ୍ତୁ: ଅଗଷ୍ଟ ମାସରେ ଏହି ୬ ରାଶିରେ ହେବ ବଡ଼ ପରିବର୍ତ୍ତନ; ଆପଣଙ୍କ ରାଶି ରହିଛି କି ? ଜାଣନ୍ତୁ...

ଏହି ଦୁର୍ଘଟଣାରେ ୩ କଲେଜ ଛାତ୍ରୀ ଗୁରୁତର ହୋଇଥିବା ଜଣାପଡ଼ିଛି । ସ୍ଥାନୀୟ ଲୋକେ ଉକ୍ତ ୩ ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧରା କରି ମେଡିକାଲରେ ଭର୍ତ୍ତି କରିଛନ୍ତି ।

Share this story