ଅଗଷ୍ଟ ମାସରେ ଏହି ୬ ରାଶିରେ ହେବ ବଡ଼ ପରିବର୍ତ୍ତନ; ଆପଣଙ୍କ ରାଶି ରହିଛି କି ? ଜାଣନ୍ତୁ...

know your horoscope of August 14 2023

ଓଡ଼ିଆ ଗସିପ ବ୍ୟୁରୋ: ଅଗଷ୍ଟ ମାସରେ ୬ଟି ରାଶିଙ୍କର ବଦଳିଯିବ ଭାଗ୍ୟ । ହେବାକୁ ଯାଉଛନ୍ତି କୋଟିପତି । ଏହି ରାଶିମାନେ ଧନବାନ ହେବାର ରାସ୍ତାରେ ଚାଲୁଛନ୍ତି । ଏହି ରାଶି ଗୁଡିକ ମାଲାମାଲ୍ ହେବାକୁ ଯାଉଛନ୍ତି ।

ଏହି ରାଶି ଉପରେ ମା' ଲକ୍ଷ୍ମୀଙ୍କ କୃପା ପଡ଼ିବାକୁ ଯାଉଛି । ଏମାନଙ୍କର ଋଣ ଭାର ଦୂର ହେବ। ସବୁ କଷ୍ଟ ଶେଷ ହୋଇଯିବ । ଗ୍ରହମାନଙ୍କର ଚଳନ କାରଣରୁ ଅଗଷ୍ଟ ମାସରେ ଏହି ରାଶିଙ୍କର ଭାଗ୍ୟ ଉଦୟ ହେବାକୁ ଯାଉଛି । ଏମାନଙ୍କ ଠାରେ ଆକର୍ଷଣ କ୍ଷମତା ବଢ଼ିଯିବ । ଆସନ୍ତୁ ଜାଣିବା ବିସ୍ତାର ଭାବେ...

ମେଷ ରାଶି:- ଆପଣଙ୍କ ଘରେ ସୁଖ ସମୃଦ୍ଧି ଓ ଧନର ଆଗମନ ହେବ । ଯାହା ଫଳରେ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ହେବ । ବ୍ୟାପାର ବାଣିଜ୍ୟରେ ଲାଭବାନ ହେବେ । ଚାକିରି କ୍ଷେତ୍ରରେ ଖୁସି ଖବର ପ୍ରାପ୍ତ ହେବ । ଧନର ଅପାର ବୃଦ୍ଧି ହେବ । କୌଣସି ମଙ୍ଗଳ କାର୍ଯ୍ୟର ଆୟୋଜନ ହୋଇପାରେ ।

ଅଧିକ ପଢ଼ନ୍ତୁ: ୩୦ ଦିନର ହନିମୁନ୍ ପରେ ସରିଗଲା ମିଠା; ପ୍ରେମିକାକୁ ଛାଡ଼ି ପୁଅ ଫେରାର, ମୁହଁ ଘୋଡ଼ାଉଛି ଝିଅ...

ବୃଷ ରାଶି: ଏହି ରାଶିର ବ୍ୟକ୍ତିଙ୍କ ଉପରେ ମା' ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ରହିବ । ସଫଳତା ମିଳିବାର ଯୋଗ ଅଛି । ଆର୍ଥିକ ସଙ୍କଟ ଠାରୁ ମୁକ୍ତି ମିଳିବ । ଆପଣ ଦିନ ରାତି ପରିଶ୍ରମ କରି ଉନ୍ନତି କରିବା ସହ ନୂଆ ପରିଚୟ ସୃଷ୍ଟି କରିବେ । ଆଗାମୀ ସମୟରେ ଆପଣଙ୍କ ଭାଗ୍ୟ ଘୋଡ଼ା ଠାରୁ ଅଧିକ ଜୋରରେ ଦୌଡ଼ିବ । ଅଗଷ୍ଟ ମାସ ଆପଣଙ୍କ ପାଇଁ ଭାଗ୍ୟଶାଳୀ ରହିବ ।

ସିଂହ ରାଶି: ମା ଲକ୍ଷ୍ମୀଙ୍କ କୃପାରୁ ସବୁ ପ୍ରକାରର ଖୁସି ଆସିବ । କଠିନରୁ କଠିନ କାମ ଅତି ସହଜରେ କରି ଆଗକୁ ଆଗକୁ ବଢ଼ି ଚାଲିବେ । ଅଗଷ୍ଟ ମାସରେ ପରିଶ୍ରମ କରୁଥିବା ବ୍ୟକ୍ତିଙ୍କୁ ଅଧିକ ଟଙ୍କା ପ୍ରାପ୍ତ ହେବ । ପରିବାରର ସଦସ୍ୟଙ୍କ ପାଇଁ ନୂଆ ଜିନିଷ କିଣିପାରନ୍ତି ।

କନ୍ୟା ରାଶି: ଆପଣଙ୍କୁ ଆର୍ଥିକ କ୍ଷେତ୍ରରେ ଉନ୍ନତି ହାସଲ ହେବ। ଆଗାମୀ ସମୟ ଶୁଭ ରହିବ । ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଧନ ଲାଭ ହେବାର ସମ୍ଭାବନା ଅଛି । ଜୀବନରେ ଆସିବାକୁ ଥିବା ସବୁ ଦୁହୁଖ ଦୂର ହେବ । ଚାକିରି କରୁଥିବା ବ୍ୟକ୍ତିଙ୍କ ପାଇଁ ଏହି ମାସ ସବୁଠୁ ଶୁଭ ରହିବ ।

ଅଧିକ ପଢ଼ନ୍ତୁ: ସାମ୍ନାକୁ ଯାହା ଆସିବାର ନଥିଲା ତାହା ହିଁ ଆସିଲା: ଡିଲେଟ୍ ହେବା ପୂର୍ବରୁ ଦେଖନ୍ତୁ ଶୁଭଲକ୍ଷ୍ମୀଙ୍କ ଭାଇରାଲ ଏମଏମଏସ, କିଏ ଏହି ଅଜଣା ଯୁବକ...

ତୁଳା ରାଶି: ଆପଣଙ୍କୁ ଜୀବନରେ ଏବେ ଅପାର ସଫଳତା ମିଳିବାର ସମ୍ଭାବନା ନଜର ଆସୁଛି । ସୁଖ ସମୃଦ୍ଧି ଓ ଧନର ଆଗମନ ହେବ । ଏହି ମାସରେ କିଛି ନୂଆ କରି ଦେଖାଇପାରନ୍ତି । ବେରୋଜଗାରଙ୍କୁ ନୂଆ ଚାକିରି ମିଳିବାର ଯୋଗ ଅଛି । ସାମାଜିକ କାର୍ଯ୍ୟ କରିବାର ସଫଳତା ପ୍ରାପ୍ତ ହେବ । ଆପଣଙ୍କ ଦ୍ଵାରା ଦିଆଯାଇଥିବା ଟଙ୍କା ମିଳିପାରେ ।

କୁମ୍ଭ ରାଶି: ବ୍ୟାପାର ବାଣିଜ୍ୟରେ ଅଧିକରୁ ଅଧିକ ଧନ ଲାଭ ଦେଖାଯିବ । ଆପଣଙ୍କ ସଫଳତା ଦେଖି ଆପଣଙ୍କ ପ୍ରତି ଉଗ୍ର ହେବେ ଓ କ୍ଷତି କରିବାକୁ ବାଟ ଖୋଜିବେ । କିନ୍ତୁ ଆପଣ ଭୟ କରିବାର କୌଣସି ଆବଶ୍ୟକ ନାହିଁ । ବିଦ୍ୟାର୍ଥୀଙ୍କୁ ବହୁତ ଶୀଘ୍ର ଗୁରୁଜନଙ୍କ ଠାରୁ ବଡ଼ ସମ୍ମାନ ମିଳିପାରେ ।

Share this story