ହୋଟେଲର ସାଇନ୍ ବୋର୍ଡରେ ଠାକୁର-ଠାକୁରାଣୀଙ୍କ ଫଟୋ, ଭିତରେ ଅନୈତିକ କାରବାର  
 

Sex Racket Busted In Bhadrak
ହୋଟେଲରେ ଚାଲିଥିଲା ଦେହ କାରବାର

ଓଡ଼ିଆ ଗସିପ୍ ବ୍ୟୁରୋ: ଭଦ୍ରକ ସହରରେ ଥିବା ଏକ ହୋଟେଲ ଉପରେ ଆଜି ପୁଲିସ ଚଢାଉ କରି ଏକ ସେକ୍ସ ରାକେଟ୍ ଠାବ୍ କରିଛି । ଖବର ପାଇ ମାଡିବସିଲା ଟାଉନ ଥାନା ପୋଲିସ । ଭଦ୍ରକ ସହରର ବାଇପାସ ସ୍ଥିତ ହୋଟେଲ ଶାଶ୍ୱତରେ ଚଢ଼ାଉ କରିଛି ଟାଉନ ଥାନା ପୋଲିସ। 

ଅଧିକ ପଢ଼ନ୍ତୁ: ୩୦ ବର୍ଷ ପରେ ଘଟିବାକୁ ଯାଉଛି ଏହି ଦୁର୍ଲଭ ଯୋଗ, ନବରାତ୍ରୀରେ ସମୟରେ ବଦଳିବ ଏହି ୩ ରାଶି ଜୀବନ...

ଚଢ଼ାଉ ବେଳେ ହୋଟେଲରେ ୨ଯୁବକଙ୍କ ସହ ୩ଜଣ ଯୁବତୀ ରହିଥିଲେ। ଖବର ପାଇ ଟାଉନ ପୋଲିସର ଟିମ ସହ ସିଟି ଡ଼ିଏସପି ଓ କ୍ରାଇମ ଡ଼ିଏସପି ହୋଟେଲରେ ଚଢ଼ାଉ କରିଥିଲେ। କାଗଜପତ୍ର ଯାଞ୍ଚ ପରେ ଦେହ ବ୍ୟବସାୟ ନେଇ ସ୍ପଷ୍ଟ ହୋଇଥିଲା। 

ଅଧିକ ପଢ଼ନ୍ତୁ: ପ୍ରେମିକା ସହ ଶାରୀରିକ ସମ୍ପର୍କ ରଖୁଥିଲେ ଯୁବତୀ, ଦେଖିଦେବାରୁ ଦୁଇ ସାନ ଭଉଣୀଙ୍କୁ ହତ୍ୟା କଲା ବଡ ଭଉଣୀ 

ପୋଲିସ ହୋଟେଲ ମାଲିକଙ୍କୁ ହେପାଜତକୁ ନେଇଛି। ଦୀର୍ଘଦିନ ହେବ ଏହି ହୋଟେଲରେ ଦେହ ବ୍ୟବସାୟ ନେଇ ଅଭିଯୋଗ ହୋଇ ଆସୁଥିଲା। ଏହି ଯୁଵତୀଙ୍କ ମଧ୍ୟରେ ୨ଜଣ ବଙ୍ଗୀୟ ଯୁବତୀ ଥିବା ସୂଚନା ଦେଇଛନ୍ତି।

ଅଧିକ ପଢ଼ନ୍ତୁ: ରାହୁ ଗୋଚର ଫଳରେ ସୃଷ୍ଟି ହେବ ଭୟଙ୍କର ପରିସ୍ଥିତି, ଏହି ରାଶିରେ ଲୋକଙ୍କ ଉପରେ ୨୦୨୫ ପର୍ଯ୍ୟନ୍ତ ପଡିବ ପ୍ରଭାବ
 

Share this story