ଚିକିତ୍ସା ପାଇଁ ଅଧିକ ଅର୍ଥ ଦରକାର ହେବାରୁ ୧୦ ଲକ୍ଷ ଟଙ୍କାର ସହାୟତା ଦେଲେ ମୁଖ୍ୟମନ୍ତ୍ରୀ
Aug 19, 2023, 21:57 IST
ଚିକିତ୍ସା ପାଇଁ ଅଧିକ ଅର୍ଥ ଦରକାର ହେବାରୁ ୧୦ ଲକ୍ଷ ଟଙ୍କାର ସହାୟତା ଦେଲେ ମୁଖ୍ୟମନ୍ତ୍ରୀ
ଓଡ଼ିଆ ଗସିପ୍ ବ୍ୟୁରୋ: ଚିକିତ୍ସା ପାଇଁ ସହଯୋଗର ହାତ ବଢ଼ାଇଲେ ମୁଖ୍ୟମନ୍ତ୍ରୀ । ଅଧିକ ଚିକିତ୍ସା ପାଇଁ ୧୦ ଲକ୍ଷ ଟଙ୍କାର ସହାୟତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସମ୍ବଲପୁର ଚିପଲିମାର ଶ୍ରୀତମ ବେହେରାଙ୍କୁ ଡି.ଏମ୍.ଡି ଡିଜିଜ୍ ହୋଇଛି ।
ଅଧିକ ପଢନ୍ତୁ : କିଏ ସେହି ଭାସ୍କର ସାହୁ ? ଯିଏ ୫ଟି ସଚିବ ଭି.କେ ପାଣ୍ଡିଆନଙ୍କୁ କଲା କାଳିମାଡ
ଚିକିତ୍ସା ପାଇଁ ଅଧିକ ଅର୍ଥ ଦରକାର ହେବାରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସମ୍ବଲପୁର ଜିଲ୍ଲାପାଳ ଚିକିତ୍ସା ପାଇଁ ୧୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । କିଭଳି ସମସ୍ତ ଗୁରୁତର ରୋଗୀ ସଠିକ ଚିକିତ୍ସା ପାଇ ପାରିବେ ସେନେଇ ସବୁବେଳେ ତତ୍ପର ଅଛନ୍ତି ରାଜ୍ୟ ସରକାର