ରାଜଧାନୀକୁ ପୁଣି ଫେରିବ ରାହାଗିରି, ତିନୋଟି ଜୋନରେ ଅନୁଷ୍ଠିତ ହେବ ତିନୋଟି ରାହାଗିରି କାର୍ଯ୍ୟକ୍ରମ 
 

Raahgiri Will be Back in Action in Bhubaneswar
ରାଜଧାନୀକୁ ପୁଣି ଫେରିବ ରାହାଗିରି
 

ଓଡ଼ିଆ ଗସିପ୍ ବ୍ୟୁରୋ:ରାଜଧାନୀକୁ ପୁଣି ଫେରିବ ରାହାଗିରି। ଶୀତୁଆ ସକାଳରେ ଝୁମିବେ ରାଜଧାନୀବାସୀ । ଡିସେମ୍ବର ୧୦ ରବିବାର ଏବଂ ଜାନୁଆରୀ ମାସର ଦୁଇଟି ରବିବାର ଏହି ରାହାଗିରି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ତିନୋଟି ଜୋନରେ ତିନୋଟି ରାହାଗିରି କରାଯିବ।   

ଅଧିକ ପଢନ୍ତୁ: ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟକୁ ନେଇ ଏହି ରାଶିର ଲୋକେ ଚିନ୍ତାରେ ରହିବେ, ପଢନ୍ତୁ ଆଜିର ରାଶିଫଳ 

ରାହାଗିରି ପାଇଁ କମିଟି ଗଠନ କରିବ BMC। ରାହାଗିରିରେ ୩ଟି ନୂଆଁନୂଆଁ କାର୍ଯ୍ୟକ୍ରମ ଗ୍ରହଣ କରାଯିବ। କମିଟି ନିଷ୍ପତି କ୍ରମେ କାର୍ଯ୍ୟକ୍ରମ କରାଯିବ। ଏ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ ।

ଅଧିକ ପଢନ୍ତୁ : ଶାରୀରିକ ଅସୁସ୍ଥତା ପାଇଁ ଖର୍ଚ୍ଚାନ୍ତରେ ପଡ଼ିବା ସହ ପରିବାରରେ ଅଶାନ୍ତି ଲାଗି ରହିବ, ପଢନ୍ତୁ ଏ ସପ୍ତାହର ରାଶିଫଳ
 

Share this story