ବସ୍ ମାଲିକ ସଂଘର ବଡ ନିଷ୍ପତି, ଏହି ତାରିଖରେ ହେବ ଧର୍ମଘଟ, ସମଗ୍ର ରାଜ୍ୟରେ ଗଡିବନି ବସ୍ 
 

Private Bus Owners To Launch State-Wide Strike From October 10
ବସ୍ ମାଲିକ ସଂଘର ବଡ ନିଷ୍ପତି

ଓଡ଼ିଆ ଗସିପ୍ ବ୍ୟୁରୋ: ରାଜଧାନୀ ସହ ଯୋଡ଼ି ହେବ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତ। କେବଳ ରାଜଧାନୀ ନୁହେଁ, ଶ୍ରୀକ୍ଷେତ୍ର ସହ ମଧ୍ୟ ଅନାୟାସରେ ଯୋଡ଼ିହେବ ପଞ୍ଚାୟତ। ଲୋକେସନ୍‌‌ ଆକ୍ସେସିବଲ୍‌‌ ମଲ୍ଟିମୋଡାଲ ଇନିସିଏଟିଭ୍‌‌ (ଲାକ୍‌‌ମୀ) ଯୋଜନା ମାଧ୍ୟମରେ ରାଜ୍ୟ ସରକାର ସାଧାରଣ ପରିବହନ ବ୍ୟବସ୍ଥାରେ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି। 

ଅଧିକ ପଢ଼ନ୍ତୁ: ଓଏଏସ୍‌‌ ସ୍ତରରେ ଅଦଳ ବଦଳ କଲେ ରାଜ୍ୟ ସରକାର, ଜାଣନ୍ତୁ କେଉଁ ଅଧିକାରୀ କେଉଁଠି ପାଇଲେ ନିଯୁକ୍ତି

ହେଲେ ବର୍ତମାନ ବସ୍ ଧର୍ମଘଟ ହେବା କଥା ସାମ୍ନାକୁ ଆସିଛି । ଏହି ଧର୍ମଘଟ ନେଇ ବସ୍ ମାଲିକ ସଂଘ ବୈଠକରେ ନିଷ୍ପତ୍ତି ନେଇଛନ୍ତି । ଅକ୍ଟୋବର ୨ ତାରିଖରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ବସ୍ ବନ୍ଦ ରହିବ ।

adimg

ଅଧିକ ପଢ଼ନ୍ତୁ: ଡାଇବେଟିସ ହେବା ପୂର୍ବରୁ ଶରୀରରେ ଦେଖା ଦିଏ ଏସବୁ ଲକ୍ଷଣ, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ

ସୂଚନା ଅନ୍ୟୁାୟୀ, ରାଜ୍ୟ ସରକାରଙ୍କ ‘ଲକ୍ଷ୍ମୀ’ ଯୋଜନାକୁ ବିରୋଧ କରି ଧର୍ମଘଟ ହେବ । କୁହାଯାଉଛି ଯେ, ଅକ୍ଟୋବର ୨ ତାରିଖରେ ମାଲକାନଗିରିରୁ ଲକ୍ଷ୍ମୀ ଯୋଜନା ଆରମ୍ଭ ହେଉଥିବାରୁ ବସ୍ ବନ୍ଦ ରହିବ । ଏହି ଧର୍ମଘଟ ହେବା ଦ୍ୱାରା ଅକ୍ଟୋବର ୧୦ ତାରିଖ ଦିନ ସମଗ୍ର ରାଜ୍ୟରେ ବସ ଚଳାଚଳ ବନ୍ଦ ରହିବ ।

ଅଧିକ ପଢ଼ନ୍ତୁ: କାହିଁକି ହୁଏ ବ୍ଳଡ୍‌ କ୍ୟାନସର, ଏହା କେତେ ପ୍ରକାର ? ଜାଣନ୍ତୁ ଏହି ରୋଗର ଲକ୍ଷଣ କଣ...

Share this story