ହୋଟେଲ ଭିତରେ ଚାଲିଥିଲା ଦେହ ବେପାର; ଅଚାନକ ପସିଗଲା ପୋଲିସ, ଆପତ୍ତିଜନକ ସାମଗ୍ରୀ ସହ ୧୩ ଯୁବତୀ ଉଦ୍ଧାର

Police raided on hotel for illegally running sex racket in odisha

ଓଡ଼ିଆ ଗସିପ ବ୍ୟୁରୋ : ରାଜ୍ୟରେ ପାଗ ଟିକେ ଥଣ୍ଡା ପଡିବା ମାତ୍ରେ ଦେହର ସୁଖ ପାଇବା ପାଇଁ ରାଣୀମହୁମାଛି ସହ ଗ୍ରାହକ ଛଟପଟ ହେବା ଆରମ୍ଭ କଲେଣି । ଆଉ ମଉକା ଦେଖି ହୋଟେଲ ଠାରୁ ଲଜ ଯାଏଁ ସମସ୍ତେ ଭିତିରି କାରବାରରେ ଲିପ୍ତ ରହୁଛନ୍ତି । ଲକ୍ଷ୍ୟ ଗୋଟେ ନିଶାରେ ବୁଡି ଦେହର ସୁଖ ମେଣ୍ଟେଇବା । ସେ ବୁଢା ହୁଅନ୍ତୁ କି ଟୋକା ଝିଅ ସହ ବେଡ଼ କଟେଇବା ପାଇଁ ସମସ୍ତେ ପାଗଳ ।

ଖାଲି କଣ ସେତିକି ଯୌବନର ଉନ୍ମାଦନରେ ଛାତି ଯେବେ ଜୋରରେ ଧକଧକ ଓ ମନ କନ କନ ହୁଏ । ଠିକ୍ ସେତିକି ବେଳେ ପୁରୁଷର ୭୦ ପ୍ରତିଶତ ବୃଦ୍ଧି ପାଇଥାଏ ସେକ୍ସ କରିବାର ଆଗ୍ରହ । ଆଉ ସେ ଖୋଜିଥାଏ କଣବାଡ଼ ଏପଟ ସେପଟେ ଯେଉଁଠି ନିଜ ଯୌବନର ନିଆଁକୁ ଲିଭେଇ ପାରିବ । କିଏ ପାରେ ଆଉ କିଏ ନ ପାରିପାରି ନିଏ ସେକ୍ସ ୱାର୍କର ସହାୟତା । ଠିକ୍ ଯେମିତି ଆଜି ଏହାର ଜ୍ୱଳନ୍ତା ଉଦାହରଣ ଝାରସୁଗୁଡା ସହରରେ ଦେଖିବାକୁ ମିଳିଛି ।

ଅଧିକ ପଢ଼ନ୍ତୁ : ଦିଅର ପ୍ରେମରେ ଭାଉଜ ପଡ଼ିଲେ; କୂଅ ଦେଖି ଡେଇଁ ପଡ଼ିଲେ ବାୟା ଦିଅର

ସୂଚନା ମିଳିଛି କି ଝାରସୁଗୁଡ଼ାରେ ସେକ୍ସ ରାକେଟ ଠାବ ହୋଇଛି । ଏକ ହୋଟେଲରେ ପୁଲିସର ଚଢ଼ାଉ କରି ୧୩ ଦେହଜୀବୀଙ୍କ ସହ ୧୪ ଗ୍ରାହକଙ୍କୁ ଗିରଫ କରିଛି । ଝାରସୁଗୁଡ଼ା ଟାଉନ ଥାନା ପୁଲିସ ପକ୍ଷରୁ ଏକ ଟିମ୍ ଏହି ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ହୋଟେଲରୁ ପୁଲିସ ଅନେକ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରିଛି ।

ମିଳିଥିବା ସୂଚନା ଅନୁସାରେ ଝାରସୁଗୁଡା ପୁରୁଣା ଶିବଶକ୍ତି ହୋଟେଲରେ ସେକ୍ସ ରାକେଟ ଚାଲୁଥିବା ପୁଲିସକୁ ସୂଚନା ମିଳିଥିଲା । ଉକ୍ତ ହୋଟେଲ ସମ୍ମୁଖରେ ଏକ ଏସଏଚଜି କେନ୍ଦ୍ର ଦ୍ୱାରା ଛତୁଆ ପ୍ରସ୍ତତି ନେଇ ବୋର୍ଡ ଲାଗିଥିବା ବେଳେ ଭିତରେ ଦେହ କାରବାର ହେଉଥିଲା ।

ଅଧିକ ପଢ଼ନ୍ତୁ : ବାସ୍ତୁ ଶାସ୍ତ୍ର ଅନୁସାରେ ତୁଳସୀ ବୃକ୍ଷର ସ୍ଥାନ କେଉଁଠି? ଭୁଲ୍ ସ୍ଥାନରେ ତୁଳସୀ  ରହିଲେ କ’ଣ ଆସେ ସମସ୍ୟା?

ଏହାପରେ ଗତକାଲି ବିଳମ୍ବିତ ରାତିରେ ଝାରସୁଗୁଡା ଥାନା ପୁଲିସ ପକ୍ଷରୁ ହୋଟେଲରେ ଅତର୍କିତ ଚଡାଉ କରାଯାଇଥିଲା । ଚଢ଼ାଉ ବେଳେ ଉକ୍ତ ହୋଟେଲରୁ ପୁଲିସ ୧୩ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି । ଏଥିସହ ଜଣେ ଦଲାଲ ସହ ୧୩ ଜଣ ଗ୍ରାହକଙ୍କୁ ଉଠାଇ ଆଣିଛି ପୁଲିସ । ସମସ୍ତଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି ।

Share this story