ଆୟବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଇଡ୍‌କୋ ଚି଼ଫ୍ ଜେନେରାଲ ମ୍ୟାନେଜରଙ୍କ ଘରେ ପଶିଲା ଭିଜିଲାନ୍ସ
 

IDCO Chief GM (P&A) In Vigilance Net
ଇଡ୍‌କୋ ଚି଼ଫ୍ ଜେନେରାଲ ମ୍ୟାନେଜରଙ୍କ ଘରେ ପଶିଲା ଭିଜିଲାନ୍ସ
 

ଓଡ଼ିଆ ଗସିପ୍ ବ୍ୟୁରୋ:ଭିଜିଲାନ୍ସ ଜାଲରେ ଇଡକୋ ଚିଫ ଜେନେରାଲ ମ୍ୟାନେଜର । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଏଏସ ସରୋଜକାନ୍ତ ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। । ସ୍ପେଶାଲ ଜଜ୍ ଭିଜିଲାନ୍ସଙ୍କ ନିର୍ଦ୍ଦେଶ କ୍ରମେ ଚାଲିଛି ଚଢ଼ାଉ । 

ଅଧିକ ପଢନ୍ତୁ :ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବୟସ ବ୍ୟବଧାନ କେତେ ରହିବା ଉଚିତ୍? ଜାଣନ୍ତୁ ବିଜ୍ଞାନ କଣ କହୁଛି...

ଭୁବନେଶ୍ୱର, କଟକ ଓ ଯାଜପୁରର ଏକାକାଳୀନ ୭ଟି ସ୍ଥାନରେ ମାରାଥନ ଚଢାଉ ଜାରି ରହିଛି। ଏହି ଚଢାଉରେ ୧୦ ଡିଏସପି ଓ ୬ ଇନ୍ସପେକ୍ଟର ସାମିଲ ଅଛନ୍ତି। 5T ଅଧୀନରେ ଭିଜିଲାନ୍ସ ଆସିବା ପରେ ଦୁର୍ନୀତିଖୋରଙ୍କ ବିରୋଧରେ ଜିରୋ ଟଲରାନ୍ସ ନୀତି ଅବଲମ୍ବନ କରାଯାଉଛି।

ଅଧିକ ପଢନ୍ତୁ :କଣ୍ଡୋମ ବ୍ୟବହାର କରୁଥିଲେ ସାବଧାନ; ଜାଣି ରଖନ୍ତୁ ଏହି ୫ଟି ଜରୁରୀ କାରଣ !
 

Share this story