ରାଜଧାନୀ ଭୁବନେଶ୍ୱର ରେ ପୁଣି ବିଭତ୍ସ ହତ୍ୟା କାଣ୍ଡ: ସ୍ତ୍ରୀକୁ ତଣ୍ଟି ଚିପି ମାରିଲା ସ୍ୱାମୀ

husband killed wife over extra marital affairs

ଓଡ଼ିଆ ଗସିପ ବ୍ୟୁରୋ: ରାଜଧାନୀରେ ପୁଣି ବିଭତ୍ସ ହତ୍ୟା କାଣ୍ଡ ଘଟିଛି । ସ୍ତ୍ରୀକୁ ତଣ୍ଟି ଚିପି ମାରିଲା ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି ଭରତପୁର ଅଞ୍ଚଳର ତେଲୁଗୁ ସାହି ବସ୍ତିରେ ।

ଘଟଣାସ୍ଥଳରେ ପହଞ୍ଚି ଭରତପୁର ପୁଲିସ ତଦନ୍ତ ଆରମ୍ଭ କରିଛି । ତେବେ ପତ୍ନୀହନ୍ତା ସ୍ୱାମୀ ସନ୍ତୋଷ ପ୍ରଧାନକୁ ଥାନାରେ ଅଟକ ରଖିଛି ପୁଲିସ । ପରକୀୟା ପ୍ରୀତି ସନ୍ଦେହରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ସୂଚନା ।

ଆହୁରି ପଢ଼ନ୍ତୁ: ଓଡିଶାରେ ପୁଣି ଚାଞ୍ଚଲ୍ୟ : ବନ୍ଦ ଘରେ ପଡି ରହିଛି ୩ ଜଣଙ୍କ ମୃତଦେହ: ରକ୍ତାକ୍ତ ଅବସ୍ଥାରେ ପଡିଛି ୩ଟି ଶବ, ହତ୍ୟା ସନ୍ଦେହ

ସେପଟେ ପୋଲିସ ଏବଂ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଂଚି ମୃତ ଦେହ ସବା ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠେଇବା ସହ ସ୍ୱାମୀକୁ ଅଟକ ରଖି ପଚରାଉଚରା କରୁଛି ।

Share this story

World Odia Language Conferene