ବ୍ଲକ୍ ଘେରାଉ ନାଁରେ ଗୁଣ୍ଡାଗିରି, ଗେଟ୍ ଭାଙ୍ଗି ଧସେଇ ପଶି ବ୍ୟାପକ ଭଙ୍ଗାରୁଜା କଲେ ବିଜେପି କର୍ମୀ
 

Gundagiri of BJP workers Block gherao in chandbali
ବ୍ଲକ ଘେରାଉ ନାଁରେ ବିଜେପି କର୍ମୀଙ୍କ ଗୁଣ୍ଡାଗିରି

ଓଡ଼ିଆ ଗସିପ୍ ବ୍ୟୁରୋ: ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ବିଜେପି କର୍ମୀଙ୍କ ଗୁଣ୍ଡାରାଜ । ବ୍ଲକ୍ ଘେରାଉ କରିବା ନାଁରେ ଗୁଣ୍ଡାଗିରି କରିଛନ୍ତି ବିଜେପି କର୍ମୀ। ଗେଟ୍ ଭାଙ୍ଗି ବ୍ଲକ କାର୍ଯ୍ୟାଳୟକୁ ଧସେଇ ପଶିବା ସହ ବ୍ୟାପକ ଭଙ୍ଗାରୁଜା କରିଥିବା ଜଣାପଡ଼ିିଛି। 

ଅଧିକ ପଢନ୍ତୁ : ନଭେମ୍ବର ୨୭ ରେ ବୁଧ ଗୋଚର ଫଳରେ ବଦଳିଯିବ ଏହି ୨ଟି ରାଶି ଲୋକଙ୍କ ଭାଗ୍ୟ !

ବିଜେପି କର୍ମୀଙ୍କ ଢେଲା ମାଡ଼ରେ SDPO ଦେବୀ ଶଙ୍କର ପ୍ରତାପ ଓ IIC ପଞ୍ଚାନନ ମହାନ୍ତି ଆହତ ହୋଇଛନ୍ତି। ଉଭୟଙ୍କୁ ଚାନ୍ଦବାଲି ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ନୀତି ନୈତିକତାର ସବୁ ସୀମା ପାର କରିଛି ବିଜେପି । ରାଜ୍ୟ ବିଜେପି ସଭାପତିଙ୍କ ଉସ୍ଥିତିରେ ଏଭଳି ଆତଙ୍କରାଜ ଘଟାଇଛନ୍ତି  ବିଜେପି କର୍ମୀ।

ଅଧିକ ପଢନ୍ତୁ :ଡିସେମ୍ବରରେ ଏହି ୪ଟି ବଡ଼ ଗ୍ରହର ଚଳନ, ଫଳରେ ଏହି ରାଶି ଲୋକଙ୍କ ଜୀବନରେ ହେବ ବଡ଼ ପରିବର୍ତ୍ତନ
 

Share this story