ମହୁଲ ଫୁଲ ସଂଗ୍ରହ କରିବାକୁ ଯାଇଥିବାବେଳେ ବଜ୍ରାଘାତ, ଭାଇ ମୃତ, ଭଉଣୀ ଗୁରୁତର
Mar 20, 2024, 11:36 IST

ବଜ୍ରାଘାତରେ ଭାଇ ମୃତ, ଭଉଣୀ ଗୁରୁତର
ଓଡ଼ିଆ ଗସିପ୍ ବ୍ୟୁରୋ: କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅନ୍ତର୍ଗତ ତଳ ସୁବର୍ଣ୍ଣଗିରି ଅଞ୍ଚଳରେ ଅଭାବନୀୟ ଘଟଣା । ବଜ୍ରାଘାତରେ ଭାଇର ମୃତ୍ୟୁ ଘଟିଥିବାବେଳେ ଭଉଣୀ ଗୁରୁତର ହୋଇଥିବା ଜଣାପଡ଼ିଛି। ମୃତକ ନାବାଳକ ନାଁ ମୁକେଶ ପ୍ରଧାନୀ ସୂଚନା ।
ଆଧିକ ପଢନ୍ତୁ :ବଜ୍ରପାତରେ ହୁତୁହୁତୁ ହୋଇ ଜୀଅନ୍ତା ଜଳିଗଲେ ବାପା ମାଆଙ୍କ ଏକମାତ୍ର ବିଟେକ୍ ପଢୁଆ ପୁଅ
ଭଉଣୀ ପ୍ରୀୟଙ୍କା ପ୍ରଧାନୀଙ୍କୁ ଉଦ୍ଧାରକରାଯାଇ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବର ଅନୁଯାୟୀ,ଭାଇଭଉଣୀ ମହୁଲ ଫୁଲ ସଂଗ୍ରହ କରିବାକୁ ଯାଇଥିବାବେଳେ ବଜ୍ରାଘାତର ଶିକାର ହୋଇଥିଲେ।
ଆଧିକ ପଢନ୍ତୁ : ସ୍ଵାସ୍ଥ୍ୟଗତ ସମସ୍ୟା ଦେଖା ଦେବା ସହ ଏମାନଙ୍କ ଦାମ୍ପତ୍ୟ ଜୀବନ ଚିନ୍ତାଜନକ ରହିବ! ପଢନ୍ତୁ ଆଜିର ରାଶିଫଳ