ଆସନ୍ତାକାଲି ଠୁ ବନ୍ଦ ରହିବ ସମସ୍ତ ସ୍କୁଲ, ଛୁଟି ଘୋଷଣା କଲେ ରାଜ୍ୟ ସରକାର

all schools will remain closed from April 21, 2023

ଓଡ଼ିଆ ଗସିପ ବ୍ୟୁରୋ: ଆସନ୍ତାକାଲିଠୁ ଖରା ଛୁଟି । କାଲିଠୁ ବନ୍ଦ ରହିବ ରାଜ୍ୟର ସମସ୍ତ ସରକାରୀ-ବେସରକାରୀ ସ୍କୁଲ । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍‌ ଛୁଟି ଘୋଷଣା କଲେ ରାଜ୍ୟ ସରକାର ।

ଆହୁରି ପଢ଼ନ୍ତୁ: ଦେଖନ୍ତୁ ଭିଡ଼ିଓ: ବଡ଼ ଦେଉଳରୁ ବଡ଼ ବିପତ୍ତିର ସୂଚନା : ୨୦୨୩ ରେ ଓଡ଼ିଶାରେ ଯିବ ବଡ଼ ନେତାଙ୍କ ଜୀବନ!

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଗୁଆ ଖରାଛୁଟି ଘୋଷଣା କଲେ ରାଜ୍ୟ ସରକାର । ତାପାମାତ୍ରା ବଢ଼ୁଥିବାରୁ ସମସ୍ତ ସ୍କୁଲକୁ ୨ ଦିନ ପାଇଁ ଛୁଟି ଘୋଷଣା କରିଥିଲେ ସରକାର ।

ତେବେ ଗ୍ରୀଷ୍ମକାଳୀନ ଛୁଟି କେତେ ଦିନ ରହିବ ଖୁବଶୀଘ୍ର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବ ।

Share this story

World Odia Language Conferene