ସେକ୍ସ କାରବାର ଠୁ Bangkok ତେଲର ରହସ୍ୟ ଖୋଲିବ ପ୍ରତି ପୃଷ୍ଠା: ସେକ୍ସ ଲେଡି ଅର୍ଚ୍ଚନା ନାଗ ମାମଲାରେ ୨୨୪୭ ପୃଷ୍ଠାର ଚାର୍ଜସିଟ୍ ଦାଖଲ

ED filed charge sheet against lady blackmailer Archana Nag and other two accused

ଓଡ଼ିଆ ଗସିପ ବ୍ୟୁରୋ: ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ଚାର୍ଜସିଟ୍ ଦାଖଲ । ପ୍ରଥମ ପର୍ଯ୍ୟାୟରେ ୨୨୪୭ ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ ।

ଚାର୍ଜସିଟରେ ଅଭିଯୁକ୍ତ ଭାବେ ଅର୍ଚ୍ଚନା ନାଗ, ଜଗବନ୍ଧୁ ଚାନ୍ଦ ଓ ଖଗେଶ୍ୱର ପାତ୍ର, ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାଁ ରହିଛି । ଚାର୍ଜସିଟରେ ଇଡି ଉଲ୍ଲେଖ କରିଛି ଯେ ଅର୍ଚ୍ଚନା ନାଗ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ । ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱରଙ୍କ ବିରୋଧରେ ମନି ଲଣ୍ଟ୍ରିଂର ବ୍ୟାପକ ପ୍ରମାଣ ମିଳିଛି ।

୩ ଜଣଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କାର କାରବାର ହୋଇଛି । ଅର୍ଚ୍ଚନାଙ୍କ ମାୟାଜାଲରେ ଅନେକ ପ୍ରଭାବଶାଳୀ ବ୍ୟକ୍ତି ପଡ଼ିଛନ୍ତି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: OTରେ ଅଧା ଚେତାରେ ଥିଲେ ମହିଳା, ମେଡିକାଲ ଷ୍ଟାଫ୍‌ କଲେ ଏମିତି ଜଘନ୍ୟ କାମ...

ଫିଲ୍ମ ପ୍ରଯୋଜକଙ୍କ ଠାରୁ ଆରମ୍ଭ କରି ହୋଟେଲ ବ୍ୟବସାୟୀ ବିଲଡର, ନେତା ଓ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଅର୍ଚ୍ଚନାଙ୍କ ବ୍ଲାକମେଲର ଶିକାର ହୋଇଛନ୍ତି । ୧୩ଶହ ପୃଷ୍ଠାର ଏହି ଚାର୍ଜସିଟରେ ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ସବିଶେଷ ତଥ୍ୟ ରହିଛି ।

ଚର୍ଚ୍ଚା ହେଉଛି ଯେ କଲେ ଦାଖଲ କରାଯାଇଥିବା ୨୨୪୭ ପୃଷ୍ଠାର ଚାର୍ଜସିଟ କୁଆଡେ ବହୁତ କିଛି ରହସ୍ୟ ଖାଳିବ । ଗୋଟି ଗୋଟି କରି ଅର୍ଚ୍ଚନାର କଳାକାରନାମା ପ୍ରତିଟି ପୃଷ୍ଠା ଭିତରେ ଛନ୍ଦି ହୋଇ ରହିଛି । କଲେ କୁଆଡେ ଅର୍ଚ୍ଚନା ଲିପ୍ତ ରହୁଥିବା ସେକ୍ସ କାରବାର ଏବଂ Bangkok ତେଲର ରହସ୍ୟ ପାଦକୁ ଆସିବ ବୋଲି ଟୁପୁରୁଟାପୁରୁ ହେଉଛନ୍ତି ।

ପୂର୍ବରୁ ଶ୍ରଦ୍ଧାଞ୍ଜଳିଙ୍କ ବୟାନ ମୁତାବକ ଅର୍ଚ୍ଚନା ବଡ଼ବଡ଼ିଆଙ୍କୁ ଦେହସୁଖ ଦେବା ପାଇଁ ନାନା ଉପାୟ ଚିନ୍ତା କରୁଥିଲେ । କେତବେଳେ ଫରେନ୍ ବ୍ରାଣ୍ଡର ଦାମୀ ଅନ୍ତଃ ବସ୍ତ୍ର ପିନ୍ଧୁଥିଲେ ତ ଆଉ କେତବେଳେ ଲକ୍ଷାଧିକ ଟଙ୍କାର ପର୍ଫ୍ୟୁମ ପକାଉଥିଲେ । ତେବେ ଏସବୁଠାରୁ ଆହୁରି ସଙ୍ଗୀନ କଥା ହେଉଛି, ନିଜର ବକ୍ଷୋଜକୁ ସୁନ୍ଦର ଓ ସୁଢୋଳ ବନାଇବା ପାଇଁ ଅର୍ଚ୍ଚନା ବ୍ୟାଙ୍କକରୁ ରୁ ଏକ ତେଲ ମଗାଉଥିଲେ । ସପ୍ତାହରେ ଥରେ ଏହି ତେଲ ସେ ନିଜ ବକ୍ଷୋଜରେ ଲଗାଉଥିଲେ ।

ବ୍ୟାଙ୍କକରୁ ଆସୁଥିବା ଏହି ତେଲ ର ଲିଟର ପିଛା ଦାମ କୁଆଡେ ସାଢ଼େ ୩ ଲକ୍ଷ ଟଙ୍କା । ଏହି ତେଲ ବକ୍ଷୋଜ ରେ ଲଗାଇବା ପରେ ବକ୍ଷୋଜ କୌଣସି ପରିସ୍ଥିତିରେ ନରମ ହେବ ନାହିଁ । ସାଧାରଣତଃ ରେଡ଼ ଲାଇଟ ଏରିଆର ସେକ୍ସ ୱାର୍କର ଏହି ତେଲ ବ୍ୟବହାର କରନ୍ତି ।

ବଡ଼ କଥା ନିଜେ ସ୍ୱାମୀ ଜଗବନ୍ଧୁ ଅର୍ଚ୍ଚନାଙ୍କ ବକ୍ଷୋଜରେ ଏହି ତେଲ ମାଲିସ କରିଦିଅନ୍ତି । ଆଉ ସମୟ ବିରତିରେ ବଡ଼ ବଡ଼ ବାବୁଙ୍କ ନିକଟରେ ନିଜ ସ୍ତ୍ରୀଙ୍କୁ ନେଇ ଛାଡି ଆସନ୍ତି ଜଗବନ୍ଧୁ । ଏଭଳି ତଥ୍ୟ ଇଡି ଆଗରେ ରଖିଛନ୍ତି ସହଯୋଗୀ ଶ୍ରଦ୍ଧାଞ୍ଜଳି ।

Share this story

World Odia Language Conferene