ବାଇକ୍‌କୁ ପିଟିଲା ଦ୍ରୁତଗାମୀ ଟ୍ରକ୍‌, ଜଣେ ମହିଳା ସମେତ ୩ ମୃତ
 

3 killed in road accident in Anandapur of keonjhar
ବାଇକ୍‌କୁ ପିଟିଲା ଦ୍ରୁତଗାମୀ ଟ୍ରକ୍‌, ଜଣେ ମହିଳା ସମେତ ୩ ମୃତ
 

ଓଡ଼ିଆ ଗସିପ୍ ବ୍ୟୁରୋ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବାଇକ୍‌କୁ ସାମ୍ନାପଟୁ ଧକ୍କା ଦେଲା ଲୁହାପଥର ବୋଝେଇ ହାଇୱା। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବତୀଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ହୋଇଛି। 

ଅଧିକ ପଢ଼ନ୍ତୁ :ନଭେମ୍ବର ମାସରେ ସୂର୍ଯ୍ୟ ଗୋଚର, ଦୁର୍ଲଭ ସଂଯୋଗ ଫଳରେ ଏହି ରାଶିର ଲୋକଙ୍କ ର ବିପୁଳ ଧନଲାଭ!

କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ନିକଟ ୨୦ ନମ୍ବର ଜାତୀୟ ରାଜପଥର ବାରିଗାଁ ନିକଟରେ ଆଜି ଅପରାହ୍‌ଣରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୩ ମୃତକ ହେଲେ ଯାଜପୁର ଜିଲ୍ଲା ବାରାଗାଡ଼ିଆର ପ୍ରଭୁଦତ୍ତ ବିଶ୍ୱାଳ, ବିଭୁଦତ୍ତ ବିଶ୍ୱାଳ। 

ଅଧିକ ପଢ଼ନ୍ତୁ : ଦୀପାବଳିରେ ଦୁର୍ଲଭ ସଂଯୋଗ, ଏମାନଙ୍କୁ ଧନୀ ହେବାରୁ କେହି ରୋକିପାରିବେନି! ଜାଣନ୍ତୁ କାହା ପାଇଁ ଶୁଭ ଓ କାହା ପାଇଁ ଅଶୁଭ...

ହେଲେ ମୃତ ଯୁବତୀଙ୍କ ନାଁ ଜଣାପଡିନି। ହେଲେ ମୃତା ଯୁବତୀ ଏମାନଙ୍କ ପଡୋଶୀ ବୋଲି କୁହାଯାଉଛି। ଖବର ପାଇ ଘସିପୁରା ପୁଲିସ ଗାଡିକୁ ଜବତ କରି ତଦନ୍ତ ଜାରି ରଖିଛି।

ଅଧିକ ପଢ଼ନ୍ତୁ : ଚର୍ଚ୍ଚାରେ ୩ ରାଜ୍ୟରେ ୩ଜଣ ପ୍ରଭାବଶାଳୀ ତାମିଲ୍‍ ଅଧିକାରୀ, ଚାକିରି ଛାଡ଼ି ରାଜନୀତିକ ଅଧ୍ୟାୟରେ ରଖିଛନ୍ତି ପାଦ 
 

Share this story