୩୦ବର୍ଷ ପରେ ଶନି ଗୋଚର, ବଦଳିବ ଏମାନଙ୍କ ଜୀବନ, ସୁଖ ଶାନ୍ତି ବଢ଼ିବା ସହ ବଢିବ ଧନ !
 

Shani gochar 2023 will change life of these zodiac sign know details
୩୦ବର୍ଷ ପରେ ଶନି ଗୋଚର
 

ଓଡ଼ିଆ ଗସିପ୍ ବ୍ୟୁରୋ: ଦୀର୍ଘ ୩୦ ବର୍ଷ ପରେ ଶନି ତାଙ୍କର ଗତି ପରିବର୍ତ୍ତନ କରିବାକୁ ଯାଉଛି । ଏଥର ଶନି ସିଧାସଳଖ କୁମ୍ଭକୁ ଚଳନ କରିବେ। ଶନିଙ୍କ ଏହି ଗୋଚର ଅନେକ ରାଶି ପାଇଁ ସୁଫଳ ଆଣିବାକୁ ଯାଉଛି ।

ମେଷ: ଶନିଙ୍କ ସୁପ୍ରଭାବ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ ପଡିବ । ଏହା ପ୍ରଭାବ ଆପଣଙ୍କ କ୍ୟାରିୟରରେ ଉପରେ ପଡିବ ।  ଆପଣ ପଦୋନ୍ନତି ଏବଂ ସଫଳତା ପାଇବେ । ଏହା ବ୍ୟତୀତ ଆପଣ ସହକର୍ମୀଙ୍କ ଠାରୁ ସମ୍ପୂର୍ଣ୍ଣ ସମର୍ଥନ ମଧ୍ୟ ପାଇବେ । ମେଷ ରାଶିର ବ୍ୟକ୍ତି ବିଶେଷ ମାନେ ଆର୍ଥିକ ଲାଭ ପାଇବେ । ଏହି ସମୟ ମଧ୍ୟରେ ଆର୍ଥିକ ଅବସ୍ଥା ବହୁତ ଭଲ ହେବ । ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ଏହା ମଧ୍ୟ ଏକ ଭଲ ସମୟ ହେବାକୁ ଯାଉଛି  ।

ଅଧିକ ପଢନ୍ତୁ : ୨୩୭ ଦିନ ପର୍ଯ୍ୟନ୍ତ ରୁହନ୍ତୁ ସାବଧାନ! ଶନି ଚଳନ ଫଳରେ ଏହି ୫ ରାଶି ଉପରେ ଶନିଙ୍କ କୋପଦୃଷ୍ଟି...

ବୃଷ : ଶନିଙ୍କ ଗୋଚର ଏହି  ରାଶି ଉପରେ ପଡିବାକୁ ଯାଉଛି । ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ଫିଟିବାକୁ ଯାଉଛି ।  କ୍ୟାରିୟର ଦୃଷ୍ଟିକୋଣରୁ, ଏହି  ସମୟ ଏହି ରାଶି ପାଇଁ ବହୁତ ଭଲ ରହିବ । ଏହି ରାଶିର ବ୍ୟକ୍ତି ବିଶେଷ ଯେଉଁମାନେ ବ୍ୟବସାୟ କରନ୍ତି ସେମାନେ ଏହି ସମୟ ମଧ୍ୟରେ ବିଶେଷ କାରବାର କରିବା ସହ ଲାଭ ଅର୍ଜନ କରିବେ  ।

ଅଧିକ ପଢନ୍ତୁ :ଦୀପାବଳିରେ ଦୁର୍ଲଭ ସଂଯୋଗ, ସୃଷ୍ଟି ହେଉଛି ରାଜଯୋଗ, ଏହି ତିନି ରାଶି ଉପରେ ବର୍ଷିବ ଧନ

କନ୍ୟା: ଶନିଙ୍କ ଗତି ଚଳନରେ ଏହି ରାଶିଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ।  ସେମାନଙ୍କର ଇଚ୍ଛା ପୂରଣ ହେବା ସହିତ କ୍ୟାରିୟରରେ ସଫଳତା ହାସଲ କରିବେ । ଏହି ସମୟ ମଧ୍ୟରେ ସେମାନେ ନୂତନ ଚାକିରି ମଧ୍ୟ ପାଇପାରନ୍ତି  । ଆପଣଙ୍କ ସ୍ଵାସ୍ଥ୍ୟ ଭଲ ରହିବ ଏବଂ ମନ ମଧ୍ୟ ସୁସ୍ଥ ରହିବ। ପରିଜନମାନଙ୍କ ସହିତ ସାକ୍ଷାତକରି ଏବଂ ସୁଖ-ଆନନ୍ଦ ପ୍ରାପ୍ତି ହେବ। ଧନ ଲାଭ ତଥା ପର୍ଯ୍ୟଟନର ଯୋଗ ଅଛି।ସାଙ୍ଗମାନଙ୍କଠାରୁ ସାହାଯ୍ୟ ପାଇବେ ।ଆର୍ଥିକ ଲାଭର ଦୃଢ଼ ସମ୍ଭାବନା  ରହିଛି ।

ଅଧିକ ପଢନ୍ତୁ :ଅନ୍ଧ କରିଦେଉଛି ଡାଇବେଟିସ୍‌, ତୁରନ୍ତ ଛାଡନ୍ତୁ ଏହି ୯ ଖାଦ୍ୟ, ଦୃଷ୍ଟିଶକ୍ତି ହ୍ରାସରୁ ବଞ୍ଚିଯିବେ!

ତୁଳା: ଶନିଙ୍କ ଦୃଷ୍ଟିକୋଣରୁ ତୁଳା ରାଶିର ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି । କ୍ୟାରିଅରରେ ଲାଭ ହେବା ସହ ସମସ୍ତ ପ୍ରୟାସ ସଫଳ ହେବ । ପଦୋନ୍ନତି ସୂଚନା ମଧ୍ୟ ପାଇପାରନ୍ତି । ବ୍ୟବସାୟରେ ଲାଭ ମିଳିବ । 

ଧନୁ : ଶନିଙ୍କ ପ୍ରତ୍ୟକ୍ଷ ଗତି ହେତୁ ଧନୁ ରାଶିର ବ୍ୟକ୍ତି ବିଶେଷଙ୍କୁ ଅନୁକୂଳ ଫଳ ମିଳିବ । ଏହି ରାଶିର ବ୍ୟକ୍ତି ବିଶେଷ ମାନେ ତାଙ୍କ କ୍ୟାରିୟର ଗଢ଼ିବାର ସୁଯୋଗ ପାଇବେ । କାର୍ଯ୍ୟରେ ଥିବା ଅଧିକାରୀମାନେ ମଧ୍ୟ ଆପଣଙ୍କ କାର୍ଯ୍ୟରେ ଖୁସି ହେବେ  । ବିବାହିତ ଜୀବନ ବହୁତ ଭଲରେ ଯିବ । ଏହି ସମୟ ମଧ୍ୟରେ ତୁମ ପତ୍ନୀଙ୍କ ସହିତ ତୁମର ସମ୍ପର୍କକୁ ସୁଦୃଢ଼ ରହିବ ।  ସ୍ୱାସ୍ଥ୍ୟ ମଧ୍ୟ ବହୁତ ଭଲ ହେବ  ।

ମକର ରାଶି: ଶନିଙ୍କ ପ୍ରତ୍ୟକ୍ଷ ଗତି ଏହି ରାଶିର ଲୋକଙ୍କ ପାଇଁ ଆର୍ଥିକ ଲାଭ ଆଣିବ । ଏହି ସମୟ ମଧ୍ୟରେ ଆପଣ ଅଧିକ ଅର୍ଥ ରୋଜଗାର କରିବାରେ ସଫଳ ହେବେ  । ନୂତନ ଚାକିରିର ସୁଯୋଗ ପାଇପାରିବେ ।

ଅଧିକ ପଢନ୍ତୁ : ନଭେମ୍ବର ମାସରେ ସୂର୍ଯ୍ୟ ଗୋଚର, ଦୁର୍ଲଭ ସଂଯୋଗ ଫଳରେ ଏହି ରାଶିର ଲୋକଙ୍କ ର ବିପୁଳ ଧନଲାଭ!

(Disclaimer: ଏଠାରେ ଦିଆଯାଇଥିବା ସୂଚନା କେବେଳ ସାଧାରଣ ସୂଚନା ଉପରେ ଆଧାରିତ। ଓଡ଼ିଆ ଗସିପ୍ ଏହାକୁ ନିଶ୍ଚତ କରେ ନାହିଁ।)

 

Share this story