ନୂଆ ବର୍ଷରୁ ରାହୁ ଗୋଚରରେ ଏହି ରାଶିଙ୍କୁ ମିଳିବ ଫାଇଦା, କଣ ଆପଣଙ୍କ ଭାଗ୍ୟରେ ବି ରହିଛି କି ଗ୍ରହ ପରିବର୍ତ୍ତନ?

know your horoscope for the new year 2023 and your fate

ଓଡ଼ିଆ ଗସିପ୍ ବ୍ୟୁରୋ: ଜୀବନରେ ମଣିଷ ନିଜ ଭାଗ୍ୟ ରେଖାକୁ ସୁଦୃଢ କରିବା ପାଇଁ ଗ୍ରହ ନକ୍ଷେତ୍ର ଏବଂ ଜୋତିଷଙ୍କ ପରାମର୍ଶ ଲୋଡିଥାଏ । ଆଉ ଏହାକୁ ଆଧାର କରି ଜଣେ ବ୍ୟକ୍ତି ତାର କର୍ମ କ୍ଷେତ୍ରରେ ଅଗ୍ରଗତି ହୋଇଥାଏ । ଆଉ ବହୁ ଲୋକେ ନିଜ ରାଶିକୁ ନେଇ ଜୀବନ ଜିଇ ଥାନ୍ତି । ତେଣୁ ଆଗକୁ ନୂଆ ବର୍ଷ ଆସୁଥିବାରୁ କିଭଳି ଆପଣଙ୍କ ଭାଗ୍ୟ ଏହି ରାଶି ପରିବର୍ତ୍ତନ କରିପାରିବ ସେନେଇ ଆମ ଲେଖା ଆପଣଙ୍କୁ ଜଣାଇବ କି କେମିତି କଟିବ ଆପଣଙ୍କ ବର୍ଷ ।

ବର୍ଷ ୨୦୨୩ ଶେଷ ହେବାକୁ ଆଉ କିଛି ଦିନ ବାକି । ନୂଆ ବର୍ଷରୁ ଅନେକ ଗ୍ରହ ପରିବର୍ତ୍ତନ ହେବା ସହ ରାଶି ଗୋଚର ହେବ । ୨୦୨୩ ରେ ଶନି, ଗୁରୁ ଏବଂ ରାହୁ-କେତୁ ଭଳି ଅନେକ ଗ୍ରହର ପରିବର୍ତ୍ତନ ହେବ ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ବିବାହିତ ଦମ୍ପତିଙ୍କ ଜୀବନ ନଷ୍ଟ କରୁଛି ସ୍ମାର୍ଟଫୋନ୍, ଆସିଲା ଏହି ସାଇବର ମିଡିଆ ରିପୋର୍ଟ...

ଜ୍ୟୋତିଷ ଶାସ୍ତ୍ରରେ ରାହୁ-କେତୁକୁ ଛାୟା ଗ୍ରହ ବୋଲି ଗଣନା କରାଯାଏ । ଜ୍ୟୋତିଷ ଗଣନା ଅନୁସାରେ ଜନ୍ମ କୁଣ୍ଡଳୀରେ ରାହୁ-କେତୁର ଶୁଭ ସ୍ଥାନ ହୋଇଥିବାରୁ ଜାତକକୁ ଉଚ୍ଚ ପଦ ପ୍ରାପ୍ତି ହୋଇଥାଏ । ଜାଣନ୍ତୁ ନୂଆ ବର୍ଷରେ ହେବାକୁ ଥିବା ରାହୁ ଗୋଚର କେଉଁ ରାଶି ପାଇଁ ଲାଭଦାୟକ:

ବୃଷ ରାଶି: ଏହି ରାଶିର ଜାତକପାଇଁ ରାଶି ପରିବର୍ତ୍ତନ ଲାଭଦାୟୀ ହେବାର ଅଛି । ରାହୁ ଗୋଚର ଆପଣଙ୍କ ରାଶିରେ ୧୧ ଅଙ୍କର ପ୍ରଭାବ ରହିବ । ଏହି ଗୋଚର କାଳରେ ଆପଣ ମିତ୍ରମାନଙ୍କ ସହଯୋଗ ପ୍ରାପ୍ତି ହେବ । ଏହି ଅବଧିରେ ଆପଣଙ୍କୁ ସାହାସ ଓ ପରାକ୍ରମରେ ବୃଦ୍ଧି ହେବ । ସେୟାର ମାର୍କେଟରେ ଜଡିତ ଲୋକଙ୍କ ପାଇଁ ଏହା ବେଶ ଲାଭଦାୟକ ହେବ ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : 

ତୁଳା ରାଶି: ତୁଳା ରାଶିଙ୍କ ପାଇଁ ରାହୁ ପରିବର୍ତ୍ତନ ଶୁଭ ଫଳ ଆଣିଦେବ । ରାହୁ ଗୋଚର ଆପଣଙ୍କ ରାଶିରେ ୬ ଅଙ୍କର ପ୍ରଭାବ ରହିବ । ଏହି ସମୟ ମଧ୍ୟରେ ଆପଣଙ୍କୁ ଚାକିରୀରେ ଭଲ ସୁଯୋଗ ମିଳିବ । ବଡ ପଦବୀରେ ସୁଯୋଗ ମିଳିପାରେ । ରାହୁ ଗୋଚର କାଳରେ ଆପଣଙ୍କୁ ସଫଳତା ହାସଲ ହେବ । ଯାତ୍ରାର ଯୋଗ ରହିବ ।

ମକର ରାଶି: ମକର ରାଶିଙ୍କ ପାଇଁ ରାହୁ ଗୋଚର ତୃତୀୟ ଅଙ୍କରେ ରହିବ । ଗୋଚର କାଳରେ ଭାଇ ଭଉଣୀଙ୍କ ସହଯୋଗ ରହିବ । ଆପଣଙ୍କୁ ପରାକ୍ରମ ଏବଂ ସାହସରେ ବୃଦ୍ଧି ହେବ । ବ୍ୟବସାୟରେ ସଫଳତା ପ୍ରାପ୍ତି ହେବ । ମନ ପ୍ରସନ୍ନ ରହିବ । ଜୀବନସାଥୀଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଲାଗି ରହିବ ।

Share this story

World Odia Language Conferene