ଆଉ ୭ ଦିନ ପରେ ରାଶି ପରିବର୍ତ୍ତନ କରିବେ ବୁଧ, ଏମାନଙ୍କ ବଦଳିବ ଭାଗ୍ୟ, ଆର୍ଥିକ ଅବସ୍ଥା ଦୂର ହେବ 
 

Budha gochar 2023
ଏମାନଙ୍କ ବଦଳିବ ଭାଗ୍ୟ, ଆର୍ଥିକ ଅବସ୍ଥା ଦୂର ହେବ 
 

ଓଡ଼ିଆ ଗସିପ୍ ବ୍ୟୁରୋ:ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ବୁଧ ଗ୍ରହଙ୍କୁ ଗ୍ରହମାନଙ୍କ ରାଜକୁମାର କୁହାଯାଏ। କୌଣସି ବ୍ୟକ୍ତିଙ୍କ ଜୀବନରେ କିଛି ଖରାପ ଘଟିଲେ ତାହାକୁ ଗ୍ରହ କିମ୍ବା ରାଶି ଦୋଷ ବୋଲି କୁହାଯାଏ । ବ୍ୟକ୍ତିଙ୍କ କୁଣ୍ଡଳୀରେ କୌଣସି ଗ୍ରହଙ୍କ ପ୍ରଭାବ କାରଣରୁ ଅନେକ ଗୁଡିଏ ସମସ୍ୟା ଦେଖାଦେଇଥାଏ । ସେହିଭଳି କୌଣସି ଗ୍ରହଙ୍କ ଭଲ ପ୍ରଭାବ ଥିଲେ ବ୍ୟକ୍ତିଙ୍କ ଜୀବନରେ ଭଲ ଏବଂ ଶୁଭ ପ୍ରଭାବ ପଡିଥାଏ ।

ଅଧିକ ପଢନ୍ତୁ :୩୦ ବର୍ଷ ପରେ ବିରଳ ସଂଯୋଗ, କଟିବ ଶନି ଦଶା, ବଦଳି ଯିବ ଏହି ୫ ରାଶିଙ୍କ ଭାଗ୍ୟ!

ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି ବୁଧ । ଆସନ୍ତା ଡିସେମ୍ବର ୨୮ ତାରିଖରେ ବୁଧ ଗ୍ରହ ରାଶି ପରିବର୍ତ୍ତନ କରି ବୃଷ ରାଶିରେ ପ୍ରବେଶ କରିବେ । ତେଣୁ ଅନ୍ୟ ଯେଉଁ ରାଶିଗୁଡିକରେ ବୁଧ ରହିଛନ୍ତି ସେମାନେ ମଧ୍ୟ ଶୁଭ ଫଳ ପାଇବାକୁ ଯାଉଛନ୍ତି । ସାଧାରଣତଃ ଯେଉଁ ସବୁ ରାଶିରେ ବୁଧ ଅବସ୍ଥାପିତ ହୋଇଥାନ୍ତି ସେମାନଙ୍କୁ ଜ୍ଞାନୀ ଏବଂ ପରାକ୍ରମୀ କୁହାଯାଏ ।

ଅଧିକ ପଢନ୍ତୁ :ଏହି ୩ଟି ରାଶି ଉପରେ ରହିବ ଶନିଦେବଙ୍କ କୃପା, ଖୁବଶୀଘ୍ର ବଦଳିବ ଏମାନଙ୍କ ଭାଗ୍ୟ

ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବୁଧ ଗ୍ରହ ଡିସେମ୍ବର ୨୮ ତାରିଖ ସକାଳ ୧୧.୦୭ରେ ବୃଷ ରାଶିରେ ପ୍ରବେଶ କରିବେ । ଏପରି ପରିସ୍ଥିତିରେ ଯଦି କୌଣସି ଜାତକର କୁଣ୍ଡଳୀରେ ବୁଧ କମଜୋର୍‌ ସ୍ଥିତିରେ ଥାଆନ୍ତି ତେବେ ସେମାନେ ବୁଧ ସ୍ତୋତ ପାଠ କରିବା ଉଚିତ । ଯାହା ଫଳରେ ଗ୍ରହ ଶାନ୍ତି ହେବା ସହିତ ଶୁଭ ଫଳ ମିଳିବ । ଆଉ ସଂପୃକ୍ତ ବ୍ୟକ୍ତି କିମ୍ବା ମହିଳାଙ୍କ ଜୀବନରେ ଆସୁଥିବା ସବୁ ପ୍ରତିବନ୍ଧକ ଦୂର ହୋଇଯିବ ।

ଅଧିକ ପଢନ୍ତୁ :କିଡନୀ ରୋଗୀ ସାବଧାନ ! ଭୁଲରେ ବି ଖାଆନ୍ତୁନି ଏହି ଖାଦ୍ୟ, ନଚେତ୍ ପସ୍ତେଇବେ!

ବୁଧଙ୍କ ରାଶି ପରିବର୍ତ୍ତନ ଫଳରେ ବୃଷ ରାଶିର ବ୍ୟକ୍ତି କ୍ୟାରିୟର ଦୃଷ୍ଟିକୋଣରୁ ବହୁତ ଭଲ ରହିବ । ଏହି ରାଶିର ବ୍ୟକ୍ତି ବିଶେଷ ଯେଉଁମାନେ ବ୍ୟବସାୟ କରନ୍ତି ସେମାନେ ଏହି ସମୟ ମଧ୍ୟରେ ବିଶେଷ କାରବାର କରିବା ସହ ଲାଭ ଅର୍ଜନ କରିବେ । ସେହିଭଳି ରାଶି ପରିବର୍ତ୍ତନ ଫଳରେ ବୃଷ ରାଶିର ବ୍ୟକ୍ତି ବିଶେଷ ମାନେ ଆର୍ଥିକ ଲାଭ ପାଇବେ । ଏହି ସମୟ ମଧ୍ୟରେ ଆର୍ଥିକ ଅବସ୍ଥା ବହୁତ ଭଲ ହେବ ।

ଅଧିକ ପଢନ୍ତୁ :ଏହି ସବୁ ଲକ୍ଷଣ ଦେଖା ଗଲେ ଜମାରୁ କରନ୍ତୁନି ଅଣଦେଖା, ହୋଇପାରେ ହାର୍ଟ ଆଟାକ୍‌, ନଚେତ୍‌...
 

Share this story