ଦେଖନ୍ତୁ EXCLUSIVE ଭିଡ଼ିଓ : ୩୦୦୦ କାର ନେଇ ଯାଉଥିବା ମାଲବାହୀ ଜାହାଜରେ ନିଆଁ, ମଝି ସମୁଦ୍ରରେ ପ୍ରାଣ ବଞ୍ଚେଇବା ପାଇଁ ଚିତ୍କାର କଲେ ଫସି ରହିଥିବା ଭାରତୀୟ...

fire caught in cargo ship in middle of sea

ଓଡ଼ିଆ ଗସିପ୍ ବ୍ୟୁରୋ: ନେଦରଲ୍ୟାଣ୍ଡସ ଉପକୂଳରେ ପ୍ରାୟ ୩୦୦୦ କାର ନେଇ ଯାଉଥିବା ଏକ ମାଲବାହୀ ଜାହାଜରେ ବୁଧବାର ନିଆଁ ଲାଗିବା ପରେ ଜଣେ ଭାରତୀୟ କୃ ସଦସ୍ୟଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି ।

ରିପୋର୍ଟ ଅନୁଯାୟୀ, ୨୩ ଜଣ କୃ ମେମ୍ବରଙ୍କୁ ନିଆଁ ଲିଭାଇବାରେ ବିଫଳ ହେବା ପରେ ଡଙ୍ଗା ଓ ହେଲିକପ୍ଟର ଗୁଡ଼ିକୁ ସେବାରେ ଲଗାଯାଇଛି । ତଟରକ୍ଷୀ ବାହିନୀ କହିଛନ୍ତି ଯେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ ଏବଂ ଜଣେ ସଦସ୍ୟ କିପରି ମୃତ୍ୟୁବରଣ କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ ।

ଦେଖନ୍ତୁ ଭିଡ଼ିଓ :

ଅଧିକ ପଢ଼ନ୍ତୁ : ବିଜେଡିକୁ ବାମ୍ଫ ଦେଇ ଆସାମର ରାଜ୍ୟପାଳ ହେବେ ସୌମ୍ୟ!, ଦେଖନ୍ତୁ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ସହ ଡିଲର ଭିଡିଓ...

ନେଦରଲ୍ୟାଣ୍ଡସ କୋଷ୍ଟଗାର୍ଡଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି କି ଏହି ନିଆଁ କିଛିଦିନ ଧରି ଜଳିବ । ଏହାକୁ ଲିଭାଇବାକୁ ପ୍ରୟାସ ଆରମ୍ଭ କରାଯାଇଛି ।

Share this story