ସାଂସଦଙ୍କ ‘ସେକ୍ସ ଟୁରିଜିମ୍’ ନିଶା : ହୋଟେଲରେ ମଦ୍ୟପାନ କରିବା ସହ ଯୌନକର୍ମୀମାନଙ୍କ ସହ କଲେ ଏପରି ଭୟଙ୍କର କାଣ୍ଡ...

MP indulge in sex tourism bringing problems for country

ଓଡ଼ିଆ ଗସିପ ବ୍ୟୁରୋ: ସାଂସଦଙ୍କ ‘ସେକ୍ସ ଟୁରିଜିମ୍’ ନିଶା । ଆଇନର ପାଠ ପଢାଉଥିବା ଜଣେ ସାଂସଦ ହୋଇ ସେକ୍ସ କାମରେ ଲିପ୍ତ ରହିବା ଜନସାଧାରଣଙ୍କୁ କଣ ବାର୍ତ୍ତା ଦେବ ତାହା ଜଳଜଳ ଦେଖାଯାଉଛି । ଏମିତି ଏକ ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । ଯାହା ସେହି ଦେଶର ପ୍ରଧାନମନ୍ତ୍ରୀଙ୍କ ପାଇଁ ମୁଣ୍ଡବିନ୍ଧାର ଖୋରାକ ଯୋଗାଇଛି ।

ବିଦେଶ ଗସ୍ତରେ ଯାଇ ବ୍ରିଟେନ ସାଂସଦ ହୋଟେଲରେ ମଦ୍ୟପାନ କରିବା ସହ ଯୌନକର୍ମୀମାନଙ୍କ ସହ କରୁଛନ୍ତି ରାତ୍ରିଯାପାନ । ଏ ସମ୍ପର୍କରେ ଏକ ରିପୋର୍ଟକୁ ନେଇ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ କାର୍ଯ୍ୟାଳୟ ପକ୍ଷରୁ ଉଦବେଗ ପ୍ରକାଶ କରାଯାଇଛି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ଦୁର୍ଘଟଣାରେ କ୍ରିକେଟର ଋଷଭ୍ ପନ୍ତ ଗୁରୁତର, ଡିଭାଇଡରରେ ପିଟି ହୋଇ ସମ୍ପୂର୍ଣ୍ଣ ଜଳିଗଲା କାର୍

ପ୍ରଧାନମନ୍ତ୍ରୀଙ୍କ ୧୦, ଡାଉନିଂ ଷ୍ଟ୍ରିଟ୍ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଏ ସମ୍ପର୍କରେ ମିଳିଥିବା ରିପୋର୍ଟ ଅତ୍ୟନ୍ତ ଚିନ୍ତାଜନକ ।

ସେପଟେ ସୁନକଙ୍କ ମୁଖପାତ୍ର କହିଛନ୍ତି ଯେ ଗସ୍ତ ନାଁରେ ଅନୈତିକ କାର୍ଯ୍ୟରେ ଲିପ୍ତ ରହିବା ଚିନ୍ତାର ବିଷୟ । ଅନ୍ୟପକ୍ଷରେ ସାଂସଦଙ୍କ ଅନୈତିକ କାର୍ଯ୍ୟକଳାପ ନେଇ ବିଭିନ୍ନ ସାମାଜିକ ସଂଗଠନ ଉଦବେଗ ପ୍ରକାଶ କରିଛନ୍ତି ।

Share this story

World Odia Language Conferene