ଏସିଡିଟି ସମସ୍ୟା ଦୂର କରିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ….

ଓଡ଼ିଆ ଗସିପ୍ ବ୍ୟୁରୋ: ଅନିୟମିତ ଖାଦ୍ୟ ଶୈଳୀ, ଶାରୀରିକ ପରିଶ୍ରମର ଅଭାବ, ମସଲାଯୁକ୍ତ ଖାଦ୍ୟ ଏବଂ ଚା’କଫିର ସେବନ ଆଦି ଦ୍ବାରା ଏସିଡିଟି ସମସ୍ୟା ଦେଖାଯାଏ। ଏସିଡିଟି ସମସ୍ୟା ଦୂର କରିବା ପାଇଁ କିଛି ସହଜ ଉପାୟ ଆପଣାଇପାରିବେ।
ଅଧିକ ପଢ଼ନ୍ତୁ: ବିଶ୍ୱରେ ପ୍ରଥମ ଥର ପାଇଁ ଆବିଷ୍କାର ହେଲା ଚମତ୍କାରୀ ଇଞ୍ଜେକ୍ସନ, ମାତ୍ର ୭ ମିନିଟରେ ହେବ କ୍ୟାନ୍ସର ଚିକିତ୍ସା
-ରାତ୍ରି ଭୋଜନରେ ଅଧିକ ଚର୍ବିଯୁକ୍ତ ଖାଦ୍ୟ, କାର୍ବୋନେଟେଡ୍ ପେୟ, କଫି କିମ୍ବା ଅମ୍ଳୀୟ ଏସିଡ୍ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ।
-ଖାଇବା ପରେ ସଙ୍ଗେ ସଙ୍ଗେ ଶୁଅନ୍ତୁ ନାହିଁ।
ଅଧିକ ପଢ଼ନ୍ତୁ: ଆଜିଠୁ ଦେଶରେ ପରିବର୍ତ୍ତନ ହେବ ଏହି ୫ଟି ନିୟମ, ସିଧା ଆପଣଙ୍କ ପକେଟ୍ ଉପରେ ପଡିବ ପ୍ରଭାବ
-ମେଦ ବହୁଳତା ହ୍ରାସ କରିବାକୁ ଚେଷ୍ଟା କରନ୍ତୁ। କାରଣ ମୋଟା ଲୋକମାନଙ୍କୁ ଏସିଡିଟି ସମସ୍ୟା ଅଧିକ ହୋଇଥାଏ।
-କେତେକ ଔଷଧର ପାର୍ଶ୍ବ ପ୍ରତିକ୍ରିୟା ସ୍ବରୂପ ଏସିଡିଟି ହୋଇଥାଏ। ତେଣୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ଖାଆନ୍ତୁ।
-ଦିନରେ ଅଧିକ ଥର ଚା’, କଫିର ସେବନ କରନ୍ତୁ ନାହିଁ।