10 ବର୍ଷ ସାନ ପୁତୁରା ପ୍ରେମରେ ଖୁଡି ଉବୁଟୁବୁ, ଖୁଲମ୍ଖୁଲା ରାସଲୀଳା ବେଳେ ଦେଖିଲେ ଗାଁ ଲୋକେ, ଆଉ ତା ପରେ... 

Woman fell in love with her 10 years younger nephew
ପୁତୁରା ସହିତ ଅସଂଯତ ଅବସ୍ଥାରେ ଖୁଡିକୁ ଦେଖି ଗାଁ ଲୋକେ କଲେ ଏଭଳି କାମ...

ଓଡ଼ିଆ ଗସିପ୍ ବ୍ୟୁରୋ:ବିହାରର ମଧୁବନୀ ଜିଲ୍ଲାର ରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି ଯେଉଁଠି ଜଣେ ମହିଳା (ଖୁଡି) ତାଙ୍କ ଠାରୁ 10 ବର୍ଷର ସାନ ପୁତୁରା ପ୍ରେମରେ ଉବୁଟୁବୁ ହେଉଛନ୍ତି, କେବଳ ଏତିକି ନୁହେଁ, ଯେତେବେଳେ ଉଭୟ ଖୁଲମ୍ଖୁଲା ଧରାପଡିଥିଲେ, ସେମାନେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଦୁଇ ସନ୍ତାନର ମା ଗାଁର 10 ବର୍ଷ ସାନ ସମ୍ପର୍କରେ ପୁତୁରାଙ୍କୁ ବିବାହ କରିଥିଲେ। ଗାଁର 26 ବର୍ଷୀୟ ସୁଜିତ ଚୌପାଲ ତାଙ୍କ 36 ବର୍ଷୀୟ ଖୁଡି ଙ୍କୁ ଭଲ ପାଉଥିଲେ।

ଅଧିକ ପଢନ୍ତୁ :- କେବଳ ୨ ଚାମଚ ମେଥିର ସେବନ ପୁରୁଷଙ୍କ ଯୌନ ଇଚ୍ଛା ଦୁଇ ଗୁଣିତ କରିଥାଏ ଏବଂ ମହିଳାଙ୍କ ଏହି ଅଙ୍ଗ କୁ ଉନ୍ନତ କରିଥାଏ, ଜାଣନ୍ତୁ କିପରି...

ଖୁଡି ଦୁଇ ସନ୍ତାନର ମା, ପୁତୁରା ସହିତ କଲେ ବିବାହ।

ବାସ୍ତବରେ ସୁଜିତ ଏବଂ ସେହି ମହିଳାଙ୍କର ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କ ରହିଥିଲା, ଉଭୟ ଗୁପ୍ତ ଭାବରେ ଦେଖା ସାକ୍ଷାତ କରୁଥିଲେ। ଥରେ ଗ୍ରାମବାସୀ ଉଭୟଙ୍କୁ ଅସଂଯତ ଅବସ୍ଥାରେ ଧରି ପିଟା ପିଟି କରିବା ପରେ ଦୁହେଁ ନିଜ ସମ୍ପର୍କ ବିଷୟରେ ସ୍ୱୀକାର କରିଥିଲେ। 

ଦିଲ୍ଲୀରେ କାମ କରୁଥିବା ମହିଳାଙ୍କ ସ୍ୱାମୀଙ୍କୁ ପୂରା ଏହି ଘଟଣା ସମ୍ପର୍କରେ ଗ୍ରାମବାସୀ ସୂଚନା ଦେଇଥିଲେ। ପତ୍ନୀଙ୍କ ଅବିଶ୍ୱାସନୀୟ କାମ ବିଷୟରେ ସୂଚନା ପାଇବା ପରେ ସ୍ୱାମୀ ତୁରନ୍ତ ଗାଁରେ ପହଞ୍ଚିଥିଲେ। ପଞ୍ଚାୟତ ଡାକିବା ପରେ ପତ୍ନୀ ତାଙ୍କ ସ୍ୱାମୀଙ୍କୁ ଚିହ୍ନିବାରେ ମଧ୍ୟ ମନା କରିଦେଇଥିଲେ। ସେହି ମହିଳା ମୀନା ଦେବୀ ଜିଦ୍ କରି କହିଛନ୍ତି ଯେ ମୁଁ ସେହି ପୁଅକୁ ହିଁ ବିବାହ କରିବି।

ଅଧିକ ପଢନ୍ତୁ :- ଗୁରୁ ଚଣ୍ଡାଳ ଯୋଗ, ୩ ମାସ ପର୍ଯ୍ଯନ୍ତ ସମସ୍ଯାରେ ଘାଣ୍ଟି ହେବେ ଏହି ୫ ରାଶି, ସବୁ କାମରେ ହେବେ ବିଫଳ।

10 ବର୍ଷ ଓ 6 ବର୍ଷର ଅଛନ୍ତି ଦୁଇ ପୁଅ। 

ଏହି ଘଟଣାର ସୂଚନା ପୋଲିସକୁ ଦିଆଯାଇଥିଲା, ଉଭୟଙ୍କ ଇଚ୍ଛା ଅନୁଯାୟୀ ପୋଲିସ ମଧ୍ୟ ସେମାନଙ୍କ ବିବାହ କରିଥିଲା। ସେପଟେ ମହିଳାଙ୍କର ଦୁଇଟି ସନ୍ତାନ ଅଛନ୍ତି, ଜଣେ 10 ବର୍ଷ ଏବଂ ଅନ୍ୟଟି 6 ବର୍ଷର ପୁଅ। ଏପରିକି ସ୍ୱାମୀ ମହିଳାଙ୍କୁ ରଖିବାକୁ ପ୍ରସ୍ତୁତ ନଥିଲେ ଏବଂ ମାତା ପିତା ମଧ୍ୟ ତାଙ୍କ ସହ ସମ୍ପର୍କ ରଖିବାକୁ ମନା କରିଥିଲେ। ଶେଷରେ ବାଧ୍ୟ ହୋଇ ପୋଲିସ ମଧ୍ୟ ଉଭୟ ଖୁଡି ଓ ପୁତୁରାକୁ ବିବାହ କରାଇଥିଲେ।  

Share this story