MP ଙ୍କ ଅନ୍ତଃବସ୍ତ୍ର ଭିତରେ ପ୍ରେମର ରଙ୍ଗ ବୋଳିଲେ ଯୁବକ, ଦେଖନ୍ତୁ Exclusive ଭିଡିଓ...

Viral video of BJP MP surfaced on social media

ଓଡ଼ିଆ ଗସିପ ବ୍ୟୁରୋ: ହୋଲିର ମୁଣ୍ଡଫଟା ରଙ୍ଗ, ଥରେ ଯାହା ଦେହରେ ଲାଗିଛି ସେହି ଜାଣିଛି ଏହାକୁ ଲିଭାଇବା କେତେ କଷ୍ଟ ! ସାଧାରଣତଃ ସଭିଏଁ ହୋଲି ଖେଳନ୍ତି, ହେଲେ ଜଣେ ମହିଳା MP ଙ୍କ ପାଇଁ ରଙ୍ଗ ର ପର୍ବ ତାଙ୍କ ଜୀବନକୁ ବେରଙ୍ଗ କରିଦେଇଛି ।

ହଁ ଆଜ୍ଞା । ଏଭଳି ଏକ ଘଟଣା ୫ ବର୍ଷର ତପସ୍ୟାକୁ ଶୁଖୁଆ ପୋଡ଼ାରେ ସାରିଦେଇଛି । ଜଣେ ପର ପୁରୁଷ ସହ ଏକାନ୍ତରେ ରଙ୍ଗ ଖେଳି, ତାଙ୍କ ସମ୍ବେଦନଶୀଳ ଅଙ୍ଗରେ ରଙ୍ଗ ଲାଗିବା ଭିଡିଓ ଏବେ MP ଙ୍କ ସ୍ୱାମୀଙ୍କ ପାଖରେ ପହଞ୍ଚିଛି । ଯାହାକୁ ନେଇ ବଡ଼ ଘର କଳି ଏବେ ହାଟରେ ପଡି ଦାଣ୍ଡରେ ଗଡ଼ିବା ଆରମ୍ଭ ହୋଇଛି । ପ୍ରାପ୍ତ ବୟସରେ କଥା ଏବେ ବିବାହ ବିଚ୍ଛେଦ ଆଡକୁ ଯାଉଥିବା ଜଣାପଡିଛି ।

MP ଙ୍କ କ୍ୟାମ୍ପରୁ ମିଳିଥିବା ସୂଚନା ମୁତାବକ ଦୁଇ ବର୍ଷ ତଳେ ବେଶ ଧୂମଧାମରେ ରଙ୍ଗର ପର୍ବ ହୋଲି କୁ ପାଳନ କରୁଥିଲେ ନିଜେ ମହିଳା ସାଂସଦ ଓ ତାଙ୍କର କିଛି ଯୁବ ସହଯୋଗୀ । ସକାଳ ୯ ରେ ଆରମ୍ଭ ହୋଇଥିବା ହୋଲି ପର୍ବରେ ଭାସିଥିଲା ମଦ ମାଂସ । ସାଦା ଖାଉଥିବା ଯୁବକ ଙ୍କ ପାଇଁ ପନୀର ପକୋଡା ଓ ଭାଙ୍ଗ ପଣାର ବ୍ୟବସ୍ଥା କରିଥିଲେ ସାଂସଦ। କିନ୍ତୁ ସମସ୍ତେ ନିଶାଚୁର ହେବା ପରେ ପରିସ୍ଥିତି ଅଣାୟତ ହୋଇପଡିଥିଲା ।

ଅଧିକ ପଢ଼ନ୍ତୁ: ପ୍ରେମିକର ପ୍ରାଇଭେଟ୍ ପାର୍ଟକୁ କାଟି ଦେଲା ଗର୍ଲଫ୍ରେଣ୍ଡ, ଜାଣନ୍ତୁ ପୁରା ଘଟଣା କଣ ଥିଲା

ଏକଦା MP ଙ୍କ ଅତ୍ୟନ୍ତ ଖାସ ଥିବା ଜଣେ ବଳିଷ୍ଠ ଚେହେରାର ଯୁବକ ମ୍ୟାଡାମ ଙ୍କୁ ବନ୍ଦ ଘରେ ଗୋଡେଇ ଗୋଡେଇ ରଙ୍ଗ ବୋଳିବାକୁ ଜିଦୀ ଧରିଥିଲେ । ମ୍ୟାଡାମ ରାଜି ହେବା କ୍ଷଣି ଯୁବକ ଜଣଙ୍କ ବୋଳି ଚାଲିଥିଲେ ପ୍ରେମର ରଙ୍ଗ । ବ୍ଳାଉଜ ଭିତରେ ହାତ ପୁରେଇ ଅନ୍ତଃବସ୍ତ୍ର ଖୋଲି ଏଭଳି କାରନାମା କଲେ ଯେ ତାହା ଗଣମାଧ୍ୟମ ରେ କହିବା ଆମ ପକ୍ଷେ ଆଦୌ ସମ୍ଭବ ନୁହେଁ । ସୋସିଆଲ ମିଡିଆରେ ଏହି ରଙ୍ଗ ବୋଳା ଭିଡିଓ ବୁଲିବା ପରେ ତାହା ଏବେ MP ଙ୍କ ସ୍ୱାମୀଙ୍କ ହାତରେ ଲାଗିଛି । ଏ ଭିଡିଓ ଦେଖିବା ପରେ ରାଗି ପାଚି ଲାଲ ହୋଇଯାଇଛନ୍ତି ତାଙ୍କ ସ୍ୱାମୀ ।

ଭିଡ଼ିଓ ଦେଖନ୍ତୁ:

କଥା ଏବେ ଡିଭୋର୍ସ ଆଡକୁ ଯାଇଛି। ରାଜନୀତିରୁ ସନ୍ୟାସ ନେବାକୁ ବାଧ୍ୟ କରାଯାଇଛି । କିନ୍ତୁ ମ୍ୟାଡାମ ଭାରି ରାଗି । କହିଲେଣି ସ୍ୱାମୀଙ୍କୁ ପଛେ ଛାଡ଼ିଦେବି କିନ୍ତୁ ରାଜନୀତି ଓ ସଂଗଠନ ଛାଡିବେ ନାହିଁ । ସେମିତିରେ ବି ମ୍ୟାଡାମଙ୍କ ସାଙ୍ଗେ ରହୁଥିବା ସମସ୍ତ ସହଯୋଗୀ ପୁରୁଷ । ଆଜି ଯାଏଁ ଆମେ ଜଣେ ମହିଳାଙ୍କୁ ଦେଖିଲୁ ନାହିଁ । ଯୁଆଡେ ଗଲେ ସାଙ୍ଗରେ ଟୋକା ମାଳ ମାଳ । ଏସବୁ ଭଲ କଥା । ଆମେ ସିନା ବୁଝୁଛୁ, ହେଲେ ସ୍ୱାମୀ ବୁଝିଲେ ହେଲା । ସେପଟେ ସ୍ତ୍ରୀ ର ଅନ୍ତରଙ୍ଗ ମୁହୂର୍ତ୍ତ ର ଭିଡିଓ ଦେଖି କୋଉ ସ୍ୱାମୀ ବା ସମ୍ଭାଳି ପାରନ୍ତା !

Share this story