ଦେଖନ୍ତୁ Exclusive ଭିଡିଓ: ସାମ୍ନାକୁ ଆସିଲା ଶୁଭଲକ୍ଷ୍ମୀଙ୍କ ଭାଇରାଲ ଏମଏମଏସ ଭିଡିଓ, ସେକ୍ସ ନିଶାରେ ଯାଇଛି ଜୀବନ!

rumours surrounds as Subhalaxmis death happens due to excess sexual desire

ଓଡ଼ିଆ ଗସିପ ବ୍ୟୁରୋ: ବାର୍‌ ଗାର୍ଲ ଶୁଭଲକ୍ଷ୍ମୀ ସାହୁ ଆତ୍ହହତ୍ୟା ଘଟଣାରେ ପୋଲିସ ହାତରେ ବଡ଼ ସୁରାକ । ଶୁଭଲକ୍ଷ୍ମୀଙ୍କ ମୋବାଇଲ୍‌ରୁ ମିଳିଛି ତାଙ୍କର କିଛି ଅନ୍ତରଙ୍ଗ ଭିଡିଓ । ଯେଉଁ ଭିଡ଼ିଓକୁ ନେଇ ତାଙ୍କୁ କରାଯାଉଥିଲା ବ୍ଲାକମେଲିଂ । ଆଉ ସେଥିପାଇଁ କିଛିଦିନ ହେବ ମାନସିକ ଚାପରେ ରହୁଥିଲେ ଶୁଭଲଷ୍ମୀ । ଆଉ ମାନସିକ ଚାପ ସହି ନପାରି ଜୀବନ ହାରିଲେ ।

ଭାଇରାଲ ଏମ୍‌ଏମ୍‌ଏସ୍‌ ଭିଡିଓ ପାଇଁ ଶୁଭଲକ୍ଷ୍ମୀ ଆତ୍ମହତ୍ୟା କରିଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି । ଏହି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓରେ ଶୁଭଲକ୍ଷ୍ମୀ ସହିତ ଜଣେ ଯୁବକ ଥିବା ଦେଖିବାକୁ ମିଳିଛି ।

ସୋସିଆଲ ମିଡିଆରେ ଏବେ ୬୦ ସେକେଣ୍ଡର ଏକ ଭିଡିଓ ନିଆଁ ଭଳି ଭାଇରାଲ ହେଉଛି । ମୋବାଇଲକୁ ମୋବାଇଲରୁ ଘୁରି ବୁଲୁଥିବା ଏହି ଭିଡିଓକୁ ଯିଏ ଦେଖିଛି ସେ ନିଜକୁ ବିଶ୍ୱାସ କରିପାରୁନି । ବାର ଗାର୍ଲ ଶୁଭଲକ୍ଷ୍ମୀଙ୍କୁ ଭିଡିଓରେ ଦେଖିବା ପରେ ଏବେ ୧୨ ଲୋକଙ୍କ ୧୩ କଥା ଚର୍ଚ୍ଚା ଆଲୋଚନା ଓ ସମାଲୋଚନା ।

ଅଧିକ ପଢ଼ନ୍ତୁ: ବୈବାହିକ ଜୀବନକୁ ନଷ୍ଟ କରିଥାଏ ଏହି ରୋଗ: ଭୁଲରେ ବି କରନ୍ତୁ ନାହିଁ ଅଣଦେଖା

ଭିଡିଓରେ ଦେଖିବାକୁ ମିଳୁଛି ଜଣେ ଯୁବକ ଶୁଭଲକ୍ଷ୍ମୀଙ୍କ ସହ ଶାରୀରିକ ସମ୍ବନ୍ଧ ରଖୁଛନ୍ତି ଓ ନିଜେ ଭିଡିଓ ରେକର୍ଡ କରୁଛନ୍ତି । ତେବେ ଭାଇରାଲ ଭିଡିଓରେ ନଜର ଆସୁଥିବା ସଂପୃକ୍ତ ଯୁବକ ଜଣଙ୍କ କିଏ ତାଙ୍କର ପରିଚୟ ମିଳିନାହିଁ । ସେ କେଉଁଠୁ ଆସିଲେ ଶୁଭଲକ୍ଷ୍ମୀଙ୍କ ସହ ତାଙ୍କର ସମ୍ପର୍କ କେଉଁଠୁ ଓ କେମିତି ଆରମ୍ଭ ହେଲା ତାକୁ ନେଇ ନେଇ କଳ୍ପନା ଜଳ୍ପନା ଆରମ୍ଭ ମଧ୍ୟ ହୋଇଯାଇଛି ।

ଭାଇରାଲ ହେଉଥିବା ଭିଡିଓ କେଉଁଠିକାର, ସମ୍ଭୋଗ ସୁଖର ଆନନ୍ଦ ନେବା ବେଳେ ଭିଡିଓ ଉତ୍ତୋଳନର ଆବଶ୍ୟକତା କାହିଁକି ପଡ଼ିଲା ଏବଂ କିଏ ଭାଇରାଲ କଲା ବୋଲି ମଧ୍ୟ ଆଲୋଚନା ହୋଇଛି ।

ସୂଚନାଯୋଗ୍ୟ ଯେ, ଶୁଭଲକ୍ଷ୍ମୀ କମଳାନେହେରୁ କଲେଜରେ ଯୁକ୍ତ ୨ ଦ୍ୱିତୀୟ ବର୍ଷ କଳା ବିଭାଗର ଛାତ୍ରୀ । ୪ ତାରିଖରେ ସେ ଘରୁ କଲେଜ ଯାଉଛି କହି ଆସିଥିଲେ । ସେହିଦିନ ଅପରାହ୍ନ ୩ଟାରେ କଟକ ରୋଡରେ ଥିବା ଦୀପାଳି ହୋଟେଲ୍‌ ଆଣ୍ଡ୍‌ ବାର୍‌ରେ ୨୦୫ ନମ୍ବର ରୁମ୍‌ ବୁକ୍‌ କରି ରହିଥିଲେ। ପରେ ତାଙ୍କ ମୃତଦେହ ମିଳିଥିଲା ।

ଦେଖନ୍ତୁ ଭିଡ଼ିଓ:

ଅଧିକ ପଢ଼ନ୍ତୁ: ୩୦ ଦିନର ହନିମୁନ୍ ପରେ ସରିଗଲା ମିଠା; ପ୍ରେମିକାକୁ ଛାଡ଼ି ପୁଅ ଫେରାର, ମୁହଁ ଘୋଡ଼ାଉଛି ଝିଅ...

ଏହି ଅଜଣା ଯୁବକ ଜଣକ କିଏ ଯିଏ ଶୁଭଲକ୍ଷ୍ମୀଙ୍କ ସହ ବେଡ଼ ପାର୍ଟନର ହୋଇଛି ଏବଂ ଭିଡ଼ିଓ ଭାଇରାଲ କରିବାରେ ଏହି ଯୁବକଙ୍କ ସମ୍ପୃକ୍ତି ଅଛି କି ତାହାକୁ ନେଇ ପୋଲିସ ତଦନ୍ତ କରିବା ଉଚିତ ଏବଂ ଦୋଷୀକୁ ଗିରଫ କରିବା ଉଚିତ । ଯଦି ସେକ୍ସ ନିଶାରେ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ହୋଇଥିବ ତାହାଲେ ଆଗକୁ ଏହି ଘଟଣା ସାଙ୍ଘାତିକ ମୋଡ କୁ ଯିବ ବୋଲି ଚର୍ଚ୍ଚା ଜୋର ଧରିଛି ।

Share this story