ଘରେ ଅଛି କି ଚାଉଳ? ଏମିତି କରନ୍ତୁ ପ୍ରତି ମାସ ଆପଣଙ୍କୁ ମିଳିବ ୫୦ହଜାର ଟଙ୍କା

do you have rice in house you can earn more than fifty thousands rupees

ଓଡ଼ିଆ ଗସିପ୍ ବ୍ୟୁରୋ: ଘରେ ଚାଉଳ ଅଛି କି, ତାହାଲେ ଆପଣଙ୍କ ପାଇଁ ଖୁସି ଖବର । ଆପଣଙ୍କୁ ପ୍ରତି ମାସରେ ମିଳିବ ୫୦ ହଜାର ଟଙ୍କା । ସହରରୁ ଗାଁ ପର୍ଯ୍ୟନ୍ତ ଅଧିକାଂଶ ଲୋକଙ୍କ ଘରେ ଏହି ଉତ୍ପାଦର ଚାହିଦା ରହିଛି । ଲୋକମାନେ ଏହାକୁ ଖାଇବାକୁ ପସନ୍ଦ କରନ୍ତି । ଏହାର ଚାହିଦା ବର୍ତ୍ତମାନ ବୃଦ୍ଧି ପାଉଛି । ଆମେ ଆପଣଙ୍କୁ ମୁଢ଼ି କଥା କହୁଛୁ ।

ଏହାକୁ ପ୍ରସ୍ତୁତ କରି ଆପଣ କିପରି ରୋଜଗାର କରିପାରିବେ ତାହା ଜାଣନ୍ତୁ । ମୁଢ଼ି ଏପରି ଏକ ଜିନିଷ ଯାହାକୁ ସମସ୍ତେ ଖାଇବାକୁ ପସନ୍ଦ କରନ୍ତି । ମୁଢ଼ି ମଧ୍ୟ ବିଭିନ୍ନ ନାମରେ ଜଣାଶୁଣା । କିଛି ଲୋକ ଏହାକୁ ଭୁଜା ନାମରେ ମଧ୍ୟ ଜାଣନ୍ତି । ଏହା ଅତ୍ୟନ୍ତ ସ୍ୱାଦିଷ୍ଟ ଥିବାରୁ ଲୋକମାନେ ଏହାକୁ ଅଧିକ ପସନ୍ଦ କରନ୍ତି ।

ମୁଢି ପ୍ରସ୍ତୁତ ପାଇଁ ଆପଣଙ୍କୁ ଅଧିକ ପଦାର୍ଥର ଆବଶ୍ୟକତା ନାହିଁ କାରଣ ଏହା ମଧ୍ୟ ଅଳ୍ପ ପରିମାଣରେ ଆରମ୍ଭ ହୋଇପାରେ । ମୁଢି ତିଆରି କରିବାକୁ, ଆପଣଙ୍କୁ ଚାଉଳ କିଣିବାକୁ ପଡିବ ଓ ଆପଣଙ୍କୁ ଭଲ ଗୁଣବତ୍ତା ଚାଉଳ ନେବାକୁ ପଡିବ, ଯାହା ଦ୍ୱାରା ଆପଣଙ୍କର ମୁଢ଼ି ସ୍ୱାଦିଷ୍ଟ ହେବ ।

ଆହୁରି ପଢ଼ନ୍ତୁ : ସାଇକେଲ ଉପରେ ଚଢ଼ିଗଲା ଟ୍ରକ୍, ଥାନାକୁ ଯାଉଥିବା ପୋଲିସ କନେଷ୍ଟବଳଙ୍କ ଅକାଳରେ ଚାଲିଗଲା ଜୀବନ

ଚାଉଳକୁ ଉଁସେଇ ଏହା ପ୍ରସ୍ତୁତ କରାଯାଏ । ସେଥିପାଇଁ ଏଥିରେ କୌଣସି ଯନ୍ତ୍ରର ଆବଶ୍ୟକତା ନାହିଁ । କେବଳ ଏତିକିରେ ଆପଣଙ୍କ ମୁଢ଼ି ପ୍ରସ୍ତୁତ ହୋଇଯିବ । କୌଣସି ଖାଦ୍ୟ ପଦାର୍ଥ ତିଆରି ପାଇଁ ଆପଣଙ୍କୁ ଲାଇସେନ୍ସ ନେବାକୁ ପଡିଥାଏ । ଆପଣଙ୍କୁ ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧିକରଣ ଅଫ୍ ଇଣ୍ଡିଆ (FSSAI) ରୁ ଲାଇସେନ୍ସ ନେବାକୁ ପଡିବ ଓ ଏଥିରେ ଜିଏସ୍ଟି ପଞ୍ଜୀକରଣ ମଧ୍ୟ କରିବାକୁ ପଡିବ। କିନ୍ତୁ ଏହାକୁ ଆପଣ ଘରେ ତିଆରି କରି ବିକ୍ରି କରିପାରିବେ ।

ମୁଢ଼ି ଚାଉଳର ମୂଲ୍ୟ ପ୍ରାୟ ୫୦୦୦ ଏବଂ ଏଥିପାଇଁ ଆବଶ୍ୟକ ଜିନିଷର ମୂଲ୍ୟ ୩୦ ରୁ ୪୦ ଟଙ୍କା ହେବ । ତେଣୁ ଆପଣ ଏହି ବ୍ୟବସାୟକୁ ଆପଣଙ୍କ ଘର ନିକଟରୁ ଆରମ୍ଭ କରିପାରିବେ । ଏଥିପାଇଁ ଆପଣଙ୍କୁ ବହୁତ କମ୍ ଖର୍ଚ୍ଚ କରିବାକୁ ହେବ । ମୁଢ଼ିକୁ ଅନେକ ଲୋକ ପସନ୍ଦ କରନ୍ତି । ତେଣୁ ଏଥିରେ ଆପଣ ପ୍ରତିଦିନ ୨୦୦ ରୁ ୩୦୦ ଟଙ୍କା କିମ୍ବା ଅଧିକ ରୋଜଗାର କରିପାରିବେ ।

Share this story

World Odia Language Conferene