କାହିଁକି ମନ୍ତ୍ରୀ ପଦରୁ ବିଦା ହେଲେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ; କାଳ ହେଲା କି ଅର୍ଚ୍ଚନା, ଶର୍ମିଷ୍ଠା ସଂଯୁକ୍ତା ଲିଙ୍କ୍ ?

Archana made deal with polasara MLA for bed partner alleges Sajukta Mahala

ଓଡ଼ିଆ ଗସିପ୍ ବ୍ୟୁରୋ: ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀର ବାହୁବଳି ବିଧାୟକ ଶ୍ରୀକାନ୍ତ ସାହୁ । ସରପଞ୍ଚରୁ ବ୍ଲକ ଅଧ୍ୟକ୍ଷ ଯୁବ ଚେହେରାରୁ ବିଧାୟକ ଓ ପରେ ପରେ ନବୀନ ମନ୍ତ୍ରିମଣ୍ଡଳର ସଦସ୍ୟ । ଗୁରୁତ୍ୱପୂର୍ଣ୍ଣ ଶ୍ରମ ବିଭାଗର ଦାୟିତ୍ୱ । ହେଲେ ବେଶି ଦିନ ରହିନଥିଲା ମନ୍ତ୍ରୀ ପଦର ମୋହ । ଯୌନ କେଳେଙ୍କାରୀରେ ଫସି ମନ୍ତ୍ରୀ ପଦ ହରାଇଛନ୍ତି ପୋଲସରା ବିଧାୟକ । ସଂଯୁକ୍ତା ମହଲା ନାମକ ଜଣେ ବିଜେଡି ନେତ୍ରୀ ଭୁବନେଶ୍ୱର ମହିଳା ଥାନାରେ ଏତଲା ଦେଇ ପୋଲସରା ବିଧାୟକଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ।

ମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ବିରୋଧୀ ଏହାକୁ ପ୍ରବଳ ବିରୋଧ କରି ହୋ ହାଲ୍ଲା କରିଥିଲେ । ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରୁ ବିଦା ହୋଇଥିଲେ । ଏହା ପରେ ପୋଲସରା ବିଧାୟକଙ୍କ ବିରୋଧରେ ଅନେକ ଅଭିଯୋଗ ଆସିଛି ।

ଏପରିକି ନିଜ ନିର୍ବାଚନ ମଣ୍ଡଳୀରେ ସେ ବିରୋଧୀଙ୍କ ବିରୋଧରେ ସମ୍ମୁଖିନ ହୋଇଥିଲେ । ହେଲେ ଏବେ ଯେଉଁ ଅଭିଯୋଗ ଆସିଛି ବା ଯେଉଁ କେଳେଙ୍କାରୀର ଖୁଲାସା ହୋଇଛି ତାହା ଜାଣିଲେ ଆପଣ ବି ଚମକି ପଡ଼ିଲେ ।

ଅଧିକ ପଢ଼ନ୍ତୁ : ଫିଲ୍ମରେ ବୋଲ୍ଡ ସିନ୍ ବେଳେ ଆକ୍ଟର କରି ଦେଇଥିଲେ ଖଣ୍ଡିଆ, ଭୋ ଭୋ ହୋଇ କାନ୍ଦିଥିଲେ ଏହିସବୁ ଅଭିନେତ୍ରୀ

ଆପଣ ଜାଣନ୍ତି, ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର ପ୍ରଥମ ଶିକାର ଥିଲେ ପୂର୍ବତନ ଶ୍ରମମନ୍ତ୍ରୀ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ । ମନ୍ତ୍ରୀ ଥିବା ବେଳେ ବିବାଦ ଦେଖା ଦେବାରୁ ଅର୍ଚ୍ଚନା ନାଗକୁ କୁଆଡ଼େ ୯୦ ଲକ୍ଷ ଟଙ୍କା ଦେଇ ବିବାଦର ସମାଧାନ ପାଇଁ ଉଦ୍ୟମ କରିଥିଲେ ତତ୍କାଳୀନ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ । ଆଉ ଏସବୁ କୁଆଡ଼େ ସେହି ଶର୍ମିଷ୍ଠା ପାଇଁ ହୋଇଥିଲା । ହଁ, ଇଏ ସେହି ଶର୍ମିଷ୍ଠା ଯାହାକୁ ଆଇଟମ ସଜାଇ ଗରାଖଙ୍କୁ ପଠାଇ ଟଙ୍କା ଆଦୟ କରୁଥିଲା ଅର୍ଚ୍ଚନା ନାଗ ।

ବିଧାୟକ ଶ୍ରୀକାନ୍ତ ସାହୁ ହିଁ କୁଆଡ଼େ ଅର୍ଚ୍ଚନା ନାଗର ପ୍ରଥମ ଗରାଖ ଥିଲା ଆଉ ସେ ଶର୍ମିଷ୍ଠା ସହ ରାତି ବିତାଇଥିଲେ । ଏସବୁ ଜଣାପଡ଼ିବା ପରେ ବିଧାୟକଙ୍କ ସହ ଝଗଡ଼ା ହୋଇଥିଲା ବୋଲି ସାଙ୍ଘାତିକ ଅଭିଯୋଗ ଆଣି ବର୍ଷିଛନ୍ତି ସଂଯୁକ୍ତା ମହଲା । ସଂଯୁକ୍ତ ମହଲା ହେଉଛନ୍ତି ସେହି ବିଜେଡି ନେତ୍ରୀ ଯିଏ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଆଣିଛନ୍ତି ଶାରୀରିକ ନିର୍ଯ୍ୟାତନାର ଅଭିଯୋଗ ।

ଏବେ ରାଜ୍ୟର ଏକ ଘରୋଇ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ସଂଯୁକ୍ତା ମହଲା ଶ୍ରୀକାନ୍ତ ସାହୁଙ୍କ ଉପରେ ଭୀଷଣ ମାତ୍ରାରେ ବର୍ଷିଛନ୍ତି । ଗୋଟିଏ ଗୋଟିଏ କରି ସବୁ ପୋଲ୍ ଖୋଲିଛନ୍ତି । ଆରମ୍ଭରୁ ଶେଷ ଯାଏ ଦେହ ଧନ୍ଦାର ଗୁମର ଖୋଲିଛନ୍ତି ।

ଅଧିକ ପଢ଼ନ୍ତୁ : ପୁଣି ସୀମା ପାର୍ କଲା ନିଶା ମହାରଣା ଗାଳି: ପଛରୁ ଆସି ହତିଆର ମାରିବାକୁ ଦେଲେ ନିମନ୍ତ୍ରଣ, କହିଲେ ଏହି ସବୁ କଥା

ପୂର୍ବରୁ ସଂଯୁକ୍ତା ମହଲା ସ୍ୱିକାର କରିଛନ୍ତି ଯେ, ଶ୍ରୀକାନ୍ତ ସାହୁଙ୍କ ସହ ତାଙ୍କର ଲିଭ୍ ଇନ୍ ରିଲେସନସିପ୍ ରହିଥିଲା । ବିବାହିତ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ତାଙ୍କୁ ପ୍ରଲୋଭିତ କରି ଆପଣାର କରି ରଖିଥିଲେ । ହେଲେ ମଝିରେ କଣ ହେଲା କେଜାଣି ଉଭଙ୍କ ମଧ୍ୟରେ ଆଉ ପଡ଼ିଲାନି । ଏବେ ମାମଲା ପୋଲିସ ଷ୍ଟେସନରୁ ଯାଇ ମନ୍ତ୍ରୀଙ୍କ ପଦ ଗଲା ଯାଏ ମାଡ଼ିଲାଣି । ଏଭଳି ସମୟରେ ସଂଯୁକ୍ତାଙ୍କ ଏ ଅଭିଯୋଗ ପରେ ବିବାଦ ବଢ଼ିଛି...

Share this story