ପୁଣି ସୀମା ପାର୍ କଲା ନିଶା ମହାରଣା ଗାଳି: ପଛରୁ ଆସି ହତିଆର ମାରିବାକୁ ଦେଲେ ନିମନ୍ତ୍ରଣ, କହିଲେ ଏହି ସବୁ କଥା

Nisa Maharana again fired at journos

ଓଡ଼ିଆ ଗସିପ ବ୍ୟୁରୋ : ତୁଣ୍ଡରେ ଧରି ହେଉନି, କାନରେ ଶୁଣି ହେଉନି । ଭଲ୍ୟୁମ୍ ଦେଇ ବି ଶୁଣି ହେବନି ନିଶାଡ଼ିଙ୍କ ନିଶାର ମତୁଆଲା ଆନ୍ଦାଜର ଗାଲି । ଗାଳି ଏମିତି ଯେ, ଯେ କେହି ବି ହଠାତ ରାଗି ଯାଇ ନିଶାଙ୍କୁ ଆକ୍ରମଣ କରିବାକୁ ହତିଆର ଧରି ଗୋଡ଼ାଇବେ ।

କାହିଁକିନା ନିଶା ମହାରଣା ସୋସିଆଲ ମିଡିଆରେ ଏମିତି କିଛି ଭାଷାର ପ୍ରୟୋଗ କରିଛନ୍ତି ଯାହାକୁ ଶୁଣିଲା ବେଳକୁ ହିଁ ମୁଣ୍ଡ ବ୍ୟଥା ହେଇ ଯାଉଛି । କହିବେ ତ କହିବେ କାହାକୁ ? କାହିଁକି ଏତେ ରାଗ ଗରମରେ ନିଶା ମହାରଣା ? କାହିଁକି ତୁଣ୍ଡରୁ ବାହାରୁଛି ପୁରୁଷର ଲିଙ୍ଗ ଓ ମହିଳାଙ୍କ ଯୋନୀକୁ ନେଇ ଗାଳି ?

ଅଧିକ ପଢ଼ନ୍ତୁ : ଚାଣକ୍ୟ ନୀତି : ମହିଳାଙ୍କୁ ସନ୍ତୁଷ୍ଟ କରିବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ କୁକୁରର ଏହି ୫ଟି ଉତ୍ତମ ଗୁଣ

କାହିଁକି ଓ କଣ ପାଇଁ ଏତେ ଉତକ୍ଷିପ୍ତ ହେଉଛନ୍ତି ନିଶା ? କିଏ ତାଙ୍କୁ ଉସୁକାଉଛି ଆଉ କିଏ ତାଙ୍କୁ ଭୀଷଣ ମାତ୍ରାରେ ଉତ୍ତେଜିତ କରୁଛି ? ଏସବୁର ଉତ୍ତର ମିଳିନଥିବା ବେଳେ ଖୋଦ୍ ନିଶା ମହାରଣା ଏଥିପାଇଁ ମିଡିଆକୁ ଦାୟୀ କରିଛନ୍ତି । କିଛି ମିଡିଆ ରିପୋର୍ଟକୁ ନେଇ ଅଧିକ ବ୍ୟତିବ୍ୟସ୍ତ ହୋଇ ପଡ଼ିଛନ୍ତି ନିଜକୁ ଓଡ଼ିଶାର ସନି ଲିଓନି ଘୋଷଣା କରିଥିବା ଆଇଟମ ଡ୍ୟାନ୍ସର ନିଶା ମହାରଣା ।

ଏକ ନିର୍ଦ୍ଧିଷ୍ଟ ମାମଲାରେ ମିଡିଆରେ ନିଶାକୁ ନେଇ ଯେଉଁ ରିପୋର୍ଟମାନ ପ୍ରକାଶ ପାଉଛି ତାକୁ ନେଇ ସଂଯମତା ହରାଇଉ ରାଗି ଯାଇ କେତେ କଥା ଶୁଣାଉଛନ୍ତି । କହୁଛନ୍ତି ତୁମ ମାନଙ୍କୁ ଆଉ କିଛି ନ୍ୟୁଜ୍ ମିଳୁନି କି ? କାହିଁକି ମୋ ପଛରେ ପଡ଼ିଛ , ଆସ ମୋ ପଛରେ ହତିଆର ପୁରେଇ ଦିଅ ।

ଅଧିକ ପଢ଼ନ୍ତୁ : ଶନିଙ୍କ ଓଲଟା ଗତି ୩ ରାଶି ଉପରେ ହେବ ଭାରୀ, ପଡ଼ିବ ଅଭିଶାପ! ବଞ୍ଚିବା କଷ୍ଟକର

ମୋତେ ଏୟା କରିଦିଅ ମୋତେ ସେୟା କରିଦିଅ ଇତ୍ୟାଦି ଇତ୍ୟାଦି । ସତରେ ନିଶା ମହାରଣା ଏମିତି କାହିଁକି ହେଉଛନ୍ତି, କାହିଁକି ନିଜକୁ ଶାଳୀନତା ଭିତରେ ରଖୁନାହାନ୍ତି ତାକୁ ନେଇ ନେଇ ଏବେ ସବୁଠି ସେହି ଏକା ପ୍ରଶ୍ନ ଉଙ୍କି ମାରୁଛି ।

Share this story