ମହିଳାମାନେ ଏକୁଟିଆ ଘରେ କରିଥାନ୍ତି ଏହି କାମ, ଯାହା 90 ପ୍ରତିଶତ ପୁରୁଷଙ୍କୁ ନାହିଁ ଜଣା...

Women do these surprise work in empty house

ଓଡ଼ିଆ ଗସିପ ବ୍ୟୁରୋ: ସାରା ଦୁନିଆ ଜାଣିଛି ମହିଳାଙ୍କ ମନର କଥା ଜାଣିବା କାଠିକର ପାଠ । ଆଜି ଆମେ ମହିଳାଙ୍କ ସମ୍ବନ୍ଧୀୟ ଏକ ଖାସ ଗୁପ୍ତ କଥା କହିବା ପାଇଁ ଯାଉଛୁ । ଯାହା ଅନେକ ସମୟରେ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥାଏ ମହିଳା ଏକୁଟିଆ ସମୟରେ ଘରେ ପ୍ରକୃତରେ କଣ କରିଥାନ୍ତି । ଏହାର ଉତ୍ତର ବର୍ତ୍ତମାନ ଜଣାପଡ଼ିଛି ।

- ଯଦି ଆପଣ ଭାବୁଛନ୍ତି କି ମହିଳାଙ୍କୁ ବହି ପଢ଼ିବାକୁ ଭଲ ଲାଗେନାହିଁ ତେବେ ଆପଣ ଭୁଲ ଅଟନ୍ତି । ତେବେ ମହିଳା ମାନେ ଖାସ କରି ଫ୍ୟାସନ ଏବଂ ସେଲ୍ଫ ହେଲ୍ପ ଭଳି ବହି ପଢ଼ିବାକୁ ପସନ୍ଦ କରନ୍ତି ।

- ଏହା ଛଡ଼ା ମହିଳା ଯେବେ ଏକୁଟିଆ ରହିଥାନ୍ତି ସେତେବେଳେ ସେମାନେ ନିଜର ମେକଅପ୍ ବକ୍ସ ଖୋଲି ନିଜ ଉପରେ ପରୀକ୍ଷା କରିଥାନ୍ତି ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ଦେଖନ୍ତୁ EXCLUSIVE ଭିଡ଼ିଓ: ପ୍ଲାଟଫର୍ମ ଏବଂ ଟ୍ରେନ ଭିତରେ ଖସି ପଡିଲେ ଛାତ୍ରୀ ଆଉ ତା'ପରେ କିଛି ଏପରି ଘଟିଥିଲା...

- ମହିଳା ଏକୁଟିଆ ରହିବା ସମୟରେ ବହୁ ସମୟ ଧରି ବାଥରୁମରେ ବସି ଅନେକ ଅଜଥା ବିଷୟରେ ଭାବିଥାନ୍ତି ।

- ଯେବେ ମହିଳା ଏକୁଟିଆ ରହିଥାନ୍ତି ସେମାନେ ବହୁ ସମୟ ବାଥରୁମରେ ବିତାଇଥାନ୍ତି । ବିଭିନ୍ନ ପ୍ରକାରର ପୋଷାକ ପିନ୍ଧି ନିଜକୁ ନିଜେ ଦେଖିଥାନ୍ତି ।

Share this story