ଝିଅମାନଙ୍କ ପାଇଁ ସୁଯୋଗ, ଏହି ଯୁବକଙ୍କ ଗାର୍ଲଫ୍ରେଣ୍ଡ ବନିଲେ ମାସକୁ ମିଳିବ ୨ ଲକ୍ଷ ଟଙ୍କା ଦରମା, ଖାଲି ମାନିବକୁ ହେବ ଏହି ସର୍ତ୍ତ

girlfriend1

ଓଡ଼ିଆ ଗସିପ ବ୍ୟୁରୋ: ଗାର୍ଲଫ୍ରେଣ୍ଡ ହୋଇ ରହିବା ପାଇଁ ମାସକୁ ମିଳିବ ୨ ଲକ୍ଷ ଟଙ୍କା । କଥାଟି ଶୁଣି ଚମକି ପଡିଲେ କି? କିନ୍ତୁ, ଥାଇଲ୍ୟାଣ୍ଡରେ ଏଭଳି ଏକ ଚାକିରୀ ପାଇଁ ପୋଷ୍ଟ ବାହାରିବା ପରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

ଦୁଇଜଣ ଚାଇନିଜ୍ ଯୁବକ ନିଜ ପାଇଁ ଗାର୍ଲଫ୍ରେଣ୍ଡ ଖୋଜୁଥିବା ବେଳେ ଏଥିପାଇଁ ସେମାନଙ୍କର ଜଣେ ମହିଳା ବନ୍ଧୁ ଫେସବୁକରେ ପୋଷ୍ଟ କରିଛନ୍ତି ।

ଫେସବୁକ ୟୁଜର (Ok mai mai) ନିଜ ଫେସବୁକ ଅକାଉଣ୍ଟରେ ଏଭଳି ଏକ ବିଜ୍ଞାପନ ଦେଇଥିଲେ । ତେବେ, ସବୁଠାରୁ ବଡ଼ କଥା ହେଉଛି ଏହି ବିଜ୍ଞାପନଟି ପୋଷ୍ଟ ହେବାପରେ ଏକାଧିକ ଥାଇ ଯୁବତୀ ଚାକିରୀକୁ ନେଇ ଆଗ୍ରହ ପ୍ରକାଶ କରିଥିଲେ । କିଛି ଯୁବତୀ କମେଣ୍ଟ ସେକ୍ସନରେ ଚାଇନିଜ୍ ଭାଷାରେ ହ୍ୟାଲୋ ଲେଖୁଥିବା ମଧ୍ୟ ଦେଖା ଯାଇଥିଲା ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : କଣ କହୁଛି Vastu Shastra: ନଖରେ ଏପରି ଚିହ୍ନ ଥିଲେ ଜାଣନ୍ତୁ ଏହା କଣ ସଙ୍କେତ ଦେଇଥାଏ, ଅଦ୍ଭୁତ ଘଟଣା ଘଟିଥାଏ…

ପ୍ରେମିକା ହେବାର ଚାକିରୀକୁ ଠିକ ଭାବରେ କରିଲେ ମାସକୁ ୨ ଲକ୍ଷ ଟଙ୍କା ବ୍ୟତୀତ ଆହୁରି ଟଙ୍କା ମିଳିବ ବୋଲି ମଧ୍ୟ ଉଲ୍ଲେଖ କରାଯାଇଛି । ତେବେ, ଏହି ଚାକିରୀ କରିବାକୁ ହେଲେ ଯୁବତୀ ମାନଙ୍କ ବୟସ ୧୮ ରୁ ୨୩ ବର୍ଷ ମଧ୍ୟରେ ହେବା ଉଚିତ ।

ସେମାନେ କୌଣସି ପ୍ରକାର ଡ୍ରଗ୍ସ ସେବନ କରୁନଥିବା ଆବଶ୍ୟକ । କେବଳ ସେତିକି ନୁହେଁ କେବଳ ସୁସ୍ଥ ଏବଂ ରୋଗମୁକ୍ତ ଯୁବତୀଙ୍କୁ ଏହି ଚାକିରୀ ମିଳିପାରିବ ବୋଲି ସେଠାରେ ଉଲ୍ଲେଖ କରାଯାଇଛି ।

Share this story