ଝିଅଙ୍କୁ ବହୁତ ପସନ୍ଦ ଆସେ ଏହି ଦୁଇ ନାମର ପୁରୁଷ, ସେମାନେ ଆକର୍ଶିତ ବି କରନ୍ତି ଝିଅ ମାନଙ୍କ ମନ ବି ଜିତି ନିଅନ୍ତି...

Girls love these guys starting with these two alphabets

ଓଡ଼ିଆ ଗସିପ ବ୍ୟୁରୋ: ଆମେ ଆଜି ଆପଣ ମାନଙ୍କୁ ଏମିତି ଦୁଇଟି ନାମର ବ୍ୟକ୍ତି ମାନଙ୍କ ବିଷୟରେ କଥା ହେବାକୁ ଚାହିଁବୁ ଯେଉଁ ମାନଙ୍କୁ ମହିଳା ମାନେ ବହୁତ ମାତ୍ରାରେ ପସନ୍ଦ କରନ୍ତି । ତେବେ ବନ୍ଧୁଗଣ ଏହି ବିଷୟରେ ସଂମ୍ପର୍ଣ୍ଣ ଭାବେ ଜାଣିବା ପାଇଁ ଆପଣ ମାନେ ଏହି ପୋଷ୍ଟକୁ ଶେଷ ଯାଏ ପଢନ୍ତୁ ।

ତେବେ ଆପଣ ମାନେ ନିଶ୍ଚିତ ଭାବେ ଜାଣି ପାରିବେ । ଆଜିର ଦିନରେ ମାନବ ଜୀବନରେ ନାମର ବହୁତ ମହତ୍ୱ ରହିଛି । ଏବଂ ଯାହା ବି ଏମିତି ନାମ ଯାହାକୁ ଶୁଣିବା ପରେ ମହିଳା ମାନେ ଗୋଟିଏ ଥରରେ ହିଁ ଆପଣ ମାନଙ୍କ ଉପରେ ପ୍ରଭାବିତ ହୋଇ ଥାନ୍ତି । ପ୍ରତି ଦିନ ଆମେ ମାନେ ଏମିତି ବହୁତ ନାମ ଗୁଡିକ ଶୁଣି ଥାନ୍ତି ।

ଜାହାକୁ ସୁଣିବା ମାତ୍ରେ ଆମ ମାନଙ୍କ ମନ ଉହ୍ଲାସ ମୟ ହୋଇ ଯାଇଥାଏ । ସେମିତି ରେ ଆସନ୍ତୁ ଜାଣି ନେବା ସେହି ଦୁଇଟି ବ୍ୟକ୍ତିଙ୍କ ନାମ ବିଷୟରେ ଯେଉଁ ନାମକୁ ସବୁ ବେଳେ ଝିଅ ମାନେ ଅଧିକ ପରିମାଣରେ ପସନ୍ଦ କରନ୍ତି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ଏହି ୫ଟି ରାଶିର ବ୍ୟକ୍ତି ମାନଙ୍କ ଜୀବନରେ ଆସିବାକୁ ଯାଉଛି ଖୁସିର ଲହରୀ, ଚମକିବ ଭାଗ୍ୟ...

ଏହି ଠାରେ ପ୍ରଥମ ନାମ ରହିଛି A ନାମ ପୁରୁଷ । ଏହି ନାମର ପୁରୁଷମାନେ ସବୁ ସମୟରେ ଆକର୍ଶିତ ହେବା ସହିତ ଏମାନେ ଝିଅ ମାନଙ୍କ ଗୋଟିଏ ନଜରରେ ହିଁ ସେମାନଙ୍କ ମନ ଜିତି ନେବାର ଆଶା ଏବଂ ଅଭିଳାଶା ବନେଇ ଥାଏ ।

ତେବେ ଆପଣ ମାନଙ୍କୁ ଜଣେଇ ଦେବାକୁ ଚାହିଁବୁ କି ଏହି ପରି ପୁରୁଷମାନେ କେବେ ବି ଦେଖିବା ପାଇଁ ସେତେ ଖାସ୍ ହୋଇ ନ ଥିବା ବେଳେ ସେମାନେ କେବଳ ନିଜର ବ୍ୟବହାର ମାଧ୍ୟମରେ ଏବଂ ନିଜର କର୍ମ ମାଧ୍ୟରେ ସେମାନେ ଝିଅ ମାନଙ୍କୁ ଇମ୍ପ୍ରେସ୍ କରି ଥାନ୍ତି । ଏମାନେ ସବୁ ବେଳେ ଝିଅ ମାନଙ୍କ ଭାବନାକୁ ଭଲ ଭାବେ ବୁଝି ପାରନ୍ତି ।

S ନାମର ବ୍ୟକ୍ତି ମାନେ ଖୁବ ଭଲ ଓ ବୁଝିବା ସ୍ଵଭାବର ହୋଇଥାନ୍ତି । ଏମାନେ ସବୁବେଳେ ନିଜର ମିଠା ମିଠା କଥାରେ ଝିଅ ମାନଙ୍କ ମନକୁ କିଣି ରଖିବାକୁ ଚାହିଁ ଥାନ୍ତି । ତାଙ୍କ ଜୀବନରେ ବହୁତ କଷ୍ଟ ଲେଖାଥାଏ ହେଲେ ସେମାନେ ଏସବୁକୁ ମୁକାବିଲା କରି ସଫଳ ହୁଅନ୍ତି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ଝିଅକୁ ହତ୍ୟା ପରେ, ପ୍ରେମିକ ସହ ମିଶି ଚଳନ୍ତା ଟ୍ରେନ୍‌ରୁ ଝିଅର ମୃତଦେହକୁ ଫିଙ୍ଗିଦେଲା ମା'...

ଏହି ପ୍ରକୃତିର ମଣିଷ ଭୀଷଣ ରାଗି ଥାନ୍ତି ହେଲେ ହୃଦୟରୁ ବହୁତ ନରମ ଥାନ୍ତି । ଭାରି ଜିଦି ଥାନ୍ତି ଏହି ସ୍ୱଭାବର ଲୋକେ । ଏହି ବ୍ୟକ୍ତି ବିଶେଷ ଅନ୍ୟଙ୍କୁ ବହୁତ ଭଲ ପାଇବା ଦେଇଥାନ୍ତି ଏବଂ ମନରେ ଅନ୍ୟମାନଙ୍କ ପ୍ରତି ସାହାଯ୍ୟ ମନଭାବ ରଖିଥାନ୍ତି । ସେଥିପାଇଁ ଝିଅମାନେ ଏହି ନାମରେ ଥିବା ବ୍ୟକ୍ତିଙ୍କ ଉପରେ ମାରନ୍ତି ।

କିନ୍ତୁ ଏହି ନାମର ବ୍ୟକ୍ତି ଝିଅ ମାନଙ୍କୁ ବହୁତ ଭଲ ପାଇବା ଦିଅନ୍ତି ଆଉ ସେମାନଙ୍କ ପାଇଁ ଜୀବନ ବି ଦେବାକୁ ପଛାନ୍ତି ନାହିଁ ସେଥିପାଇଁ ଝିଅ ମାନେ S ନାମର ପିଲାଙ୍କୁ ବହୁତ ପସନ୍ଦ ଆସିଥାନ୍ତି ।

Share this story

World Odia Language Conferene