ଏମାନେ ହେବେ ଓଲିୟୁଡର ଆଗଧାଡିର ହଟ୍, ହଟେଷ୍ଟ ଓ ବୋଲ୍ଡ ବିୟୁଟି

ollywood heroine in new avatar

ଓଡ଼ିଆ ଗସିପ୍ ବ୍ୟୁରୋ: ସିନେମା ଇଣ୍ଡଷ୍ଟ୍ରୀଜ୍ କେବଳ ତିନିଟି ଜିନିଷକୁ ନେଇ ଆଗକୁ ବଢ଼ୁଛି ଏବଂ ତାହା ହେଉଛି ଏଣ୍ଟରଟେନମେଣ୍ଟ, ଏଣ୍ଟରଟେନମେଣ୍ଟ ଓ କେବଳ ଏଣ୍ଟରଟେନମେଣ୍ଟ । ହଁ ଦର୍ଶକଙ୍କ ଆଖିକୁ ଭଲ ଦିଶୁଥିବା ଭିଡିଓ, ମନକୁ ଛୁଇଁଯାଉଥିବା ଡାଏଲଗ ଏବଂ କାନକୁ ଭଲ ଶୁଭୁଥିବା ସଂଗୀତ । ଓଲିଉଡ୍ ବା ଓଡ଼ିଆ ସିନେମା ପାଇଁ ମଧ୍ୟ ଏହି ତିନିିଟି ଫର୍ମୂୁଲାର ଆବଶ୍ୟକତା ରହୁଛି ।

କିଛି ବର୍ଷ ହେଲା ଓଲିଉଡ ଦର୍ଶକଙ୍କ ଏଣ୍ଟରଟେନମେଣ୍ଟର ଖୋରାକ ଯୋଗାଇବାରେ ବିଫଳ ହୋଇଛି । କିନ୍ତୁ ଅଧୁନା ସମୟରେ ବଡ଼ ପରଦା ହେଉ କି ଟିଭି ଏଥିରେ କାମ କରୁଥିବା ବା ଗ୍ଲାମର ଲାଇନରେ ଆକ୍ଚିଭ୍ ଥିବା କିଛି ଅଭିନେତ୍ରୀ ନିଜ ନିଜ ସ୍ପେଶାଲ ଫ୍ୟାନ୍ ଜୋନରେ ବେଶ୍ ଲୋକପ୍ରିୟ ହୋଇ ପାରିଛନ୍ତି ।

ଗ୍ଲାମରିୟସ ଲୁକ୍ ହେଉ କି ହେଉ ହଟ୍ ଅନ୍ଦାଜ । ଆକ୍ଟିଂ ସ୍କିଲ୍ ହେଉ କି ସୋସିଆଲ ମିଡିଆ ଇନଫ୍ଳୁଏନ୍ସର ଏମାନେ ନିଜ ଦର୍ଶକଙ୍କ ଆଖିକୁ ଭଲ ଦିଶୁଥିବା କିଛି ସ୍ପେଶାଲ ଫଟୋ ଓ ଭିଡିଓ ରେଗୁଲାର ବେସିସ୍ ରେ ପୋଷ୍ଟ କରିଥାନ୍ତି । ଯାହା କ୍ଷଣିକରେ ବେଶ୍ ଭାଇରାଲ ହୋଇଥାଏ ।

ଅଧିକ ପଢ଼ନ୍ତୁ : ପିକଅପ୍‌ ଭ୍ୟାନକୁ ଧକ୍କା ଦେଲା ଟ୍ରକ, ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଆଜି ସେମିତି କିଛି ହଟ୍ ହଟେଷ୍ଟ ଓ ବୋଲ୍ଡ ଆନ୍ଦାଜର ଓଡ଼ିଆ ଅଭିନେତ୍ରୀ ଏବଂ ନବାଗତଙ୍କ ସମ୍ପର୍କରେ ଆଲୋଚନା କରିବା । ତା ପୂର୍ବରୁ ଆପଣମାନେ ତଳେ ଦିଆଯାଇଥିବା ସେମିତି କିଛି ପପୁଲାର ଓ ସୋସିଆଲ ମିଡିଆରେ ଜଣାଶୁଣା ଚେହେରାଙ୍କ କିଛି ଝଲକ ଦେଖି ନିଅନ୍ତୁ...

ଏସବୁ ଫଟୋ  ଏବେ ସୋସିଆଲ ମିଡିଆରେ ଧୁମ୍ ମଚାଉଛି । ବଲିଉଡରେ ସଫଳତାର ଶିଖର ଛୁଇଁବାକୁ ଆଶା ରଖିଥିବା ଓଡ଼ିଆ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଖୋଲାମେଲା ଛାତିର କୁଲ୍ ଫଟୋ ହେଉ କି ଟିଭି ସିରିଏଲ ଅଭିନେତ୍ରୀ ପିହୁଙ୍କ ପେଟରେ ଅଙ୍କା ଯାଇଥିବା ତିମିର ଫଟୋ । ଏସବୁ ଯିଏ ଦେଖୁଛି ସିଏ କହୁଛି ବହୁତ ବଢ଼ିଆ ଦିଶୁଛି ।

prakruti mishra

ଅଧିକ ପଢ଼ନ୍ତୁ : ଆଉ ମାତ୍ର ୨ ଦିନ, ଆରମ୍ଭ ହେବାକୁ ଯାଉଛି ବିଷ ଯୋଗ; ଅନ୍ତହୀନ ମୁସ୍କିଲର ସାମ୍ନା କରିବେ ଏହି ୩ ରାଶି

ପ୍ରକୃତି ମିଶ୍ର ଏମିତିରେ ତ ସବୁ ବେଳେ କିଛି ନା କିଛି ହଟ୍ ଫଟୋ ପୋଷ୍ଟ କରିଥାନ୍ତି । ପ୍ରକୃତି ମିଶ୍ରଙ୍କ ଭଳି ପିହୁ ମହାପାତ୍ର ମଧ୍ୟ ଫେସବୁକ୍, ଇନଷ୍ଟାଗ୍ରାମ ଓ ୟୁଟ୍ୟୁବ୍ ରିଲ୍ସରେ ବେଶ୍ ସକ୍ରୀୟ ରହି ନିଜ ଫ୍ୟାନମାନଙ୍କ ମନର କଥା ବୁଝି ବଢ଼ିଆ ବଢ଼ିଆ ଫଟୋ ସେୟାର କରିଥାନ୍ତି । ଏହି ଦୁଇ ଅଭିନେତ୍ରୀଙ୍କ ଆଉ କିଛି ଫଟୋ ଉପରେ ନଜର ପକାନ୍ତୁ ଏବଂ ନେତ୍ରାନନ୍ଦର ଅସଲ ମଜା ଉଠାନ୍ତୁ ।

Apsara Rani

ଏବେ ଆଉ ଜଣେ ଓଡ଼ିଆ ଅଭିନେତ୍ରୀଙ୍କ ବିଷୟରେ ଆସନ୍ତୁ ଆଲୋଚନା କରିବା । ସେ ହେଉଛନ୍ତି ଅପସରା ରାନୀ । ବଲିଉଡ ନିର୍ଦ୍ଦେଶକ ରାମ ଗୋପାଲ ବର୍ମାଙ୍କ କେତୋଟି ପ୍ରୋଜେକ୍ଟର କାମ କରିଥିବା ଓଡ଼ିଆ ଝିଅ ଅପସରା ରାନୀଙ୍କ ସମ୍ପର୍କରେ ଆପଣ ବେଶ୍ ଭଲ ଭାବେ ଜାଣିଥିବେ । ଏବେ ତାଙ୍କର କିଛି ଭେରି ବୋଲ୍ଡ ଫଟୋ ଦେଖନ୍ତୁ ଏବଂ କେମିତି ଲାଗିଲା ଆପଣଙ୍କ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Pihu Mohapatra

 

Share this story

World Odia Language Conferene