ପୁଣି ବାହା ହେଲେ କି ଅନୁଭବ ? ସୋସିଆଲ୍‌ ମିଡିଆରେ କିଛି ଏପରି ଭାଇରାଲ୍‌ ହଉଛି ଫଟୋ ଓ ଭିଡିଓ...

Do MP Anubhav Mohanty got married here is what photos and videos got viral

ଓଡ଼ିଆ ଗସିପ୍ ବ୍ୟୁରୋ: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ସହ ବିବାହ ବିବାଦ ପରେ ଆଉ ଥରେ ବାହା ହେଲେ କି ଅଭିନେତା ଅନୁଭବ ମହାନ୍ତି ? ଅନୁଭବଙ୍କର ଏକ ବର ବେଶ ଫଟୋକୁ ନେଇ ଏବେ ସୋସିଆଲ ମିଡିଆରେ ଏଭଳି ଚର୍ଚ୍ଚା ହେଉଛି ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ଭଗବାନଙ୍କୁ ବିବାହ କଲେ ଯୁବତୀ, ଯୋଗ ଦେଲେ ୩୧୧ ବରଯାତ୍ରୀ, ପୁରା ଘଟଣା ପଢିଲେ ଆପଣ ଭାବବିହ୍ୱୋଳ ହୋଇଯିବେ...

ଅନୁଭବ ବରବେଶରେ ଥିବା ବେଳେ ବୋହୂ ବେଶରେ ଜଣେ ଯୁବତୀଙ୍କୁ ଦେଖିବାକୁ ମିଳିଛି। ଭାଇରାଲ୍‌ ଫଟୋ ଓ ଭିଡିଓରୁ ଏହା ଏକ ବିବାହ ଉତ୍ସବର ପରିବେଶ ଭଳି ମଧ୍ୟ ମନେ ହେଉଛି ।

ଉତ୍ସବରେ ବହୁ ଲୋକଙ୍କୁ ଏକାଠି ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ଏହା ପିଲ୍ମ ଶୁଟିଂ ସେଟ୍‌ର ବୋଲି ଚର୍ଚ୍ଚା ହେଉଛି । 

Share this story