ସମ୍ଭାବ୍ୟ ଅକ୍ଟୋବର ପହିଲା ବାତ୍ୟା ସମ୍ପର୍କରେ ଆଇଏମଡି ଡିଜିଙ୍କ ବଡ଼ ସୂଚନା
 

No Cyclone Prediction Or Alert For Odisha Yet Says IMD DG Mrutyunjay Mohapatra
 
 
ବାତ୍ୟା ସମ୍ପର୍କରେ ଆଇଏମଡି ଡିଜିଙ୍କ ବଡ଼ ସୂଚନା
 

ଓଡ଼ିଆ ଗସିପ୍ ବ୍ୟୁରୋ: ଓଡ଼ିଆ ଗସିପ୍ ବ୍ୟୁରୋ: ଆକ୍ଟୋବର ପ୍ରଥମ ସପ୍ତାହରେ ଆସିବାକୁ ଥିବା ବାତ୍ୟା ସମ୍ପର୍କରେ ଏଇ ଏବେ ଏବେ ଅପଡେଟ୍ ସୂଚନା ଆସିଛି। ମିଡିଆକୁ ସୂଚନା ଦେଇ ବାତ୍ୟା ସମ୍ପର୍କରେ ସବିଶେଷ ତଥ୍ୟ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଓଡ଼ିଆ ପୁଅ ମୃତ୍ୟୁଞ୍ଜୟ ମହାପାତ୍ର । 

ଅଧିକ ପଢ଼ନ୍ତୁ: ଚାଣକ୍ୟ ନୀତି ଅନୁଯାୟୀ ଭୁଲ୍‌ରେ ବି ସ୍ତ୍ରୀଙ୍କୁ କୁହନ୍ତୁନି ଏହି ୪ ଟି କଥା, ଶାନ୍ତିରେ ବଞ୍ଚିବା ବି ହୋଇଯିବ କାଠିକର ପାଠ

ମିଡିଆରେ ବାତ୍ୟାକୁ ନେଇ ଯେଉଁ ତଥ୍ୟ ପ୍ରଥମେ ମିଡିଆକୁ ଆସିଥିବା ଖବରକୁ ନେଇ ନିଜ ପ୍ରତିକ୍ରିୟା ଦେଇଛନ୍ତି ଆଇଏମଡି ଡିଜି । ଏହା ସହ ଏହି ଖବରକୁ ନେଇ ଦେଇଛନ୍ତି କିଛି ଅଧିକ ଅପଡେଟ୍ସ । ଅଧିକ ଜାଣିବା ପାଇଁ ପଢ଼ିବା ଜାରି ରଖନ୍ତୁ...

ଅଧିକ ପଢ଼ନ୍ତୁ: ପ୍ରତିଦିନ ସେକ୍ସ କଲେ ଶରୀରକୁ ମିଳିଥାଏ ଏହି ୧୦ଟି ଜବରଦସ୍ତ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 

ବାତ୍ୟା ସୂଚନା ନାହିଁ ବୋଲି ଆଜି ସିଧାସଳଖ ସ୍ପଷ୍ଟ କରିଛନ୍ତି IMD ଡିଜି । ସମ୍ଭାବ୍ୟ ବାତ୍ୟା ଚର୍ଚ୍ଚାକୁ ନେଇ IMD ଡିଜିଙ୍କ ସୂଚନା ପରେ ଓଡ଼ିଶାବାସୀଙ୍କୁ କୌଣସି ପ୍ରକାର ଭୟଭିତ ହେବାର ନାହିଁ ବୋଲି କହିଛନ୍ତି । ଆଇଏମଡି ଡିଜିଙ୍କ ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା କୌଣସି ବାତ୍ୟା ସୂଚନା ନାହିଁ ।

ଅଧିକ ପଢ଼ନ୍ତୁ: କାହା ପାଇଁ ଭଲ ତ କାହା ପାଇଁ ଖରାପ; କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ
 
ଅକ୍ଟୋବର ପ୍ରଥମ ସପ୍ତାହରେ ଲଘୁଚାପ ହୋଇପାରେ ବୋଲି ଖବର ପ୍ରକାଶ ପାଇଥିଲା । ଲଘୁଚାପ ପରେ ଅବପାତରେ ପରିଣତ ହେବ ବାତ୍ୟା । ତେବେ ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ନାହିଁ ତେଣୁ ଗୁଜବରେ ବିଶ୍ବାସ କରନ୍ତୁନି ବୋଲି ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ଆଇଏମଡି ଡିଜି ।

ଅଧିକ ପଢ଼ନ୍ତୁ: ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ