ଗରମ ତେଲରେ ସ୍ୱାମୀ ବୁଡ଼ାଇଲା ପତ୍ନୀଙ୍କ ହାତ ଓ ପ୍ରାଇଭେଟ୍ ପାର୍ଟରେ ଢ଼ାଳିଲା ଫେଭିକୋଲ ଓ ଲଙ୍କାଗୁଣ୍ଡ

Husband torture wife poured hot oil and chilli into private parts in pali rajasthan
 
Husband torture wife poured hot oil and chilli into private parts in pali rajasthan
ନିଷ୍ଠୁର ସ୍ୱାମୀର ଭୟଙ୍କର ଅଗ୍ନିପରୀକ୍ଷା

ଓଡ଼ିଆ ଗସିପ୍ ବ୍ୟୁରୋ: ରାଜସ୍ଥାନର ଏମିତି ଏକ ଘଟଣା ଯାହା ଆପଣଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେବ, ଜଣେ ନିଷ୍ଠୁର ସ୍ୱାମୀଙ୍କ ଏପରି କାର୍ଯ୍ୟ ସାମ୍ନାକୁ ଆସିଛି, ଯାହା ସମସ୍ତ ହୃଦୟକୁ ଚକିତ କରିଦେବ । ଚରିତ୍ର ଉପରେ ସନ୍ଦେହ ଥିବାରୁ ସ୍ୱାମୀ ତାଙ୍କ ପତ୍ନୀଙ୍କୁ ଅତି ନିର୍ମମ ଭାବରେ ନିର୍ଯାତନା ଦେଇଥିଲେ । ନିର୍ଯାତନା ଏତେ ନିମ୍ନ ମାନର ଯେ ଜାଣିବା ପରେ ଆପଣ ଲଜ୍ଜାରେ ମୁଣ୍ଡ ତଳକୁ ନଇଁଯିବ। 

ଅଧିକ ପଢ଼ନ୍ତୁ: ଏହି ରାଶି ବ୍ୟକ୍ତିଙ୍କ ପାଇଁ ଆଗାମୀ ୧୧୮ ଦିନ ରହିବ ବରଦାନ ଭଳି, ବୃହସ୍ପତି କରିଦେବେ ମାଲାମାଲ୍

ପୁରା ଘଟଣାରେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ପୀଡିତା । ଏହା ପରେ ପୋଲିସ ୭ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି । ରିପୋର୍ଟରେ ପୀଡିତା ଜଣାଇଛନ୍ତି ଯେ, ସେ ବିବାହ ପରେ ତାଙ୍କ ସ୍ୱାମୀ ଏବଂ ପିଲାମାନଙ୍କ ସହ ଗୁଜୁରାଟରେ ରହୁଥିଲେ । ମାତ୍ର କିଛି ସମୟ ପାଇଁ ତାଙ୍କ ସ୍ୱାମୀଙ୍କ ଆଚରଣ ବଦଳି ଯାଇଥିଲା । ସେ ଘୃଣ୍ୟ ଭାବରେ ଶାରୀରିକ ନିର୍ଯାତନା ଦେଉଥିଲେ ।

ଅଧିକ ପଢ଼ନ୍ତୁ: ମଙ୍ଗଳ ଗ୍ରହର ଗୋଚର ଫଳରେ ଏହି ତାରିଖରୁ ୩ ରାଶିଙ୍କ ଜୀବନରେ ଭରିଯିବ ସୁଖ-ଶାନ୍ତି ସହ ଧନ-ସମ୍ପତ୍ତି 

ଏହି ମାମଲା ପାଲି ଜିଲ୍ଲାର ବାଲିର ବୋଲି ଜଣାପଡିଛି । ପୀଡିତାଙ୍କ ଅନୁଯାୟୀ, ତାଙ୍କ ସ୍ୱାମୀ ତାଙ୍କ ଚରିତ୍ର ଉପରେ ସନ୍ଦେହ କରୁଥିଲେ । ସ୍ୱାମୀଙ୍କ ଅଭିଯୋଗ ଥିଲା ଯେ, ତାଙ୍କ ପତ୍ନୀ ଅନ୍ୟ ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ଏହି ସନ୍ଦେହ ହେତୁ ସେ ପ୍ରାୟତଃ ତାଙ୍କୁ ପିଟୁଥିଲେ । ସେ ଶାରୀରିକ ନିର୍ଯାତନା ମଧ୍ୟ ଦେଉଥିଲେ ।

ଅଧିକ ପଢ଼ନ୍ତୁ: ଏମାନଙ୍କ ପାଇଁ ଆଜି ଦିନଟି ଖରାପ; ଜାଣନ୍ତୁ ଆପଣଙ୍କ ରାଶିଫଳ, କେମିତି କଟିବ ଆଜିର ଦିନ 

ଦିନେ ଏହା ବହୁତ ଅଧିକ ହୋଇଗଲା । ସ୍ୱାମୀ ନିଜ ପତ୍ନୀଙ୍କ ଚରିତ୍ର ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲେ । ସେ ତେଲ ଫୁଟାଇଲେ, ସେଥିରେ ଗୋଟିଏ କଏନ ରଖି ତାଙ୍କୁ ଏହି ଗରମ ତେଲରେ ହାତ ବୁଡାଇ କଏନ ବାହାର କରିବାକୁ କହିଲେ । ପତ୍ନୀ ସତ ଥିଲେ ହାତ ଜଳିଯିବ ନାହିଁ । ଯେତେବେଳେ ପତ୍ନୀ ଏପରି କରିବାକୁ ମନା କରିଦେଲେ, ସ୍ୱାମୀ ତାଙ୍କୁ ପିଟିବା ଆରମ୍ଭ କରିଦେଇଥିଲେ । ଏହା ପରେ ସେ ଜବରଦସ୍ତ ତାଙ୍କ ହାତ ଧରି ଫୁଟୁଥିବା ତେଲରେ ବୁଡାଇଥିଲେ । 

ଅଧିକ ପଢ଼ନ୍ତୁ: ମୃତ୍ୟୁ ପୂର୍ବରୁ ମିଳିଥାଏ ଏହି ଲକ୍ଷଣ; ୪୦ ସେକେଣ୍ଡ ପୂର୍ବରୁ ଘଟିଥାଏ ଏହି ଭୟାନକ ଓ କଷ୍ଟଦାୟକ ଘଟଣା!

ଖାଲି ଏତିକିରେ ସନ୍ତୁଷ୍ଟ ହୋଇନଥିଲା ସ୍ୱାମୀ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ନିଷ୍ଠୁର ସ୍ୱାମୀ ପତ୍ନୀଙ୍କ ପ୍ରାଇଭେଟ ପାର୍ଟରେ ମରିଚ ଗୁଣ୍ଡ ମଧ୍ୟ ଢ଼ାଳିଦେଇଥିଲେ । ଏହା ସତ୍ୱେ ତାଙ୍କର ନିଷ୍ଠୁରତା କମି ନଥିଲା । ସ୍ୱାମୀ ଫେଭିକୋଲକୁ ମଧ୍ୟ ତାଙ୍କ ପ୍ରାଇଭେଟ ପାର୍ଟରେ ଢ଼ାଳିଥିଲେ ।

ଅଧିକ ପଢ଼ନ୍ତୁ: ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 

ପତ୍ନୀ ଯନ୍ତ୍ରଣାରେ ଚିତ୍କାର କରି ଚାଲିଥିଲେ କିନ୍ତୁ ସ୍ୱାମୀଙ୍କର ଦୟା ନଥିଲା । ପରିବାର ସଦସ୍ୟ ମଧ୍ୟ ସାହାଯ୍ୟ କରିନଥିଲେ । ଦିନେ ଅତ୍ୟାଚାର ସହ୍ୟନକରି ସେ ନିଜ ବାପଘରକୁ ଚାଲିଆସିଲେ । ବାପଘରେ ପରିବାର ସବୁ ଜଣେଇବା ପରେ ପରିବାର ସଦସ୍ୟ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରିଥିଲେ । ଏହା ପରେ ପୋଲିସ ୭ଜଣଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।  

ଅଧିକ ପଢ଼ନ୍ତୁ: ଆର୍ଥିକ ସଙ୍କଟରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି, ତାହାହେଲେ ଶୁକ୍ରବାର ରାତିରେ କରନ୍ତୁ ଏହି ଗୁପ୍ତ ଉପାୟ