ମହାରଥୀ ଗଲା ପରେ, କେମିତି ଅଛନ୍ତି ରାନୀ ପଣ୍ଡା?

ମହାରଥୀ ଗଲା ପରେ, କେମିତି ଅଛନ୍ତି ରାନୀ ପଣ୍ଡା?
ମହାରଥୀ ଗଲା ପରେ, କେମିତି ଅଛନ୍ତି ରାନୀ ପଣ୍ଡା?

ଓଡ଼ିଆ ଗସିପ ବ୍ୟୁରୋ:  ପୁଣି ଚର୍ଚ୍ଚାରେ ଅଭିନେତ୍ରୀ ରାଣୀ ପଣ୍ଡା ।

ବିଜେଡ଼ି ନେତା ମହାରଥୀ ଙ୍କର ପର ଲୋକଗତ ଖବର ପାଇ ଭୋ ଭୋ କାନ୍ଦିଥିବା ରାଣୀ ପଣ୍ଡା  ସ୍ବର୍ଗତ ବିଧାୟକ ମହାରଥୀ ଙ୍କ ଏକାଦଶାହ ରେ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ସାଧାରଣ ଲୋକ ଙ୍କ ତଳେ ବସି ପ୍ରସାଦ ସେବନ କଲେ  ଯେଉଁ ଫଟୋ ଏବେ ସାମାଜିକ ଗଣମାଧ୍ୟମ ରେ ଭାଇରାଲ ହେବାରେ ଲାଗିଛି ।

ବିଧାୟକଙ୍କ ଏକାଦଶାହ ରେ ସୁନ୍ଦର ଟେଣ୍ଡ ସହ ଚେୟାର ଟେବୁଲ ପଡ଼ିଥିଲେ ମଧ୍ୟ ରାଣୀ ତଳେ ବସି ଖାଇଥିଲେ ।

ବିଜେଡ଼ି ନେତା  ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ଏକାଦଶାହରେ ପିପିଲିଠାରେ ଚର୍ଚ୍ଚିତ ଅଭିନେତ୍ରୀ ରାନୀ ପଣ୍ଡା ମହାପ୍ରସାଦ ବାଣ୍ଟିଥିଲେ ।

Share this story

World Odia Language Conferene