ନବୀନ କ୍ୟାବିନେଟର ନବକଳେବର, ନୂଆ ଟିମ୍ ରେ ନୂଆ ମୁହଁଙ୍କୁ ସୁଯୋଗ, ବାଦ ପଡ଼ିବେ ପୁରୁଣା

ନବୀନ କ୍ୟାବିନେଟର ନବକଳେବର, ନୂଆ ଟିମ୍ ରେ ନୂଆ ମୁହଁଙ୍କୁ ସୁଯୋଗ, ବାଦ ପଡ଼ିବେ ପୁରୁଣା

ଓଡ଼ିଆ ଗସିପ୍ ବ୍ୟୁରୋ: ନୂଆ ଟିମ୍ ସହ ନବ ବର୍ଷରୁ ନିଆରା ଅନ୍ଦାଜରେ ସରକାର ଚଳାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ଏବେଠୁ ମନ୍ତ୍ରିମଣ୍ଡଳ ଅଦଳ ବଦଳ ସହ କିଏ ନବୀନଙ୍କ କ୍ୟାବିନେଟ୍ ରେ ସାମିଲ ହେବେ ଆଉ ବାଦ୍ ପଡ଼ିବେ ତାକୁ ନେଇ ଏବେଠୁ ଅଙ୍କକଷା ଆରମ୍ଭ ହୋଇଗଲାଣି ।

2021ରେ ନବୀନ ନିଜ ନୂଆ ଟିମ୍ କୁ ନେଇ ସରକାର ଚଳାଇବେ ଯାହା ଲୋକଙ୍କ ଆସ୍ଥା ଭାଜନ ହେବା ସହ ରାଜ୍ୟର ବିକାଶର ରଥକୁ ଆଉ ପାଦେ ଆଗେଇ ନେବ ତାକୁ ନେଇ ପାୱାର କରିଡରରେ ଜୋରଦାର ଚର୍ଚ୍ଚା। ଦେଖନ୍ତୁ ଏହି ଭିଡିଓ...

ଆଉ ଏବେ ନଜର ପକାନ୍ତୁ ଏହି ଖବର ପ୍ରସାରିତ ହେବା ପରେ କଣ ପ୍ରତିକ୍ରିୟା ରଖିଛନ୍ତି କିଛି ୟୁଜର୍ସ....

କିଏ କଣ କହିଲେ?

ମନ୍ତ୍ରୀ ପରିଷଦ କୁଂ ଅଦଳବଦଳ ଆବଶ୍ୟକତା ନାହିଁ, ଚେଷ୍ଟା କରନ୍ତୁ ପ୍ରତେକ ଜିଲ୍ଲାରେ କଳକାରଖାନା ପ୍ରତିଷ୍ଠା କରି ବେକାରୀ ଯୁବକ ଏବଂ ଯୁବତୀ ମାନଙ୍କୁ ନିଯୁକ୍ତି ଦିଆ ଗଲେ, ପ୍ରବାଦ ପୁରୁଷ ବିଜୁଜୀକଂ ସ୍ବପ୍ନ ସାକାର ହେଲେ, ବିଜୁଜୀକଂର ଭକ୍ତ ମାନେ (ପ୍ରକୃତ ) ଏବଂ ବିଜୁକୁ ଭଲ ପାଉଥିବା ଲୋକ ଚୀର ଉପକୃତ ହେବେ (sataram.sahu/fb) ।

ସବୁଠୁ ଭଲ ହେବ ପଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ କରିଦେଲେ। ସେ ପୁଣି ସରକରୀ କର୍ମଚାରୀଙ୍କୁ ନେଇ (ଯିଏକି ତାଙ୍କର ଚମଚଗିରି କରୁଥିବେ) ନୂଆ ମନ୍ତ୍ରୀ ମଣ୍ଡଳ ଜରିଦେବେ। ଯାହାକି, ବର୍ତମାନ ଓଡ଼ିଶାର ଆଉ ଟିକିଏ ବଳକା ଅଛି ପୁରା ସଫା କରି ନିଜ ନିଜ ରାଜ୍ୟକୁ ଚାଲିଯିବେ (Digambar Shadangi/fb)

Share this story