ମହାରଥୀ ଗୁରୁତର : ଏୟାର ଆମ୍ବୁଲାନ୍ସରେ ଗଲେ ମେଦାନ୍ତ ହସ୍ପିଟାଲ
Oct 3, 2020, 17:14 IST
![ମହାରଥୀ ଗୁରୁତର : ଏୟାର ଆମ୍ବୁଲାନ୍ସରେ ଗଲେ ମେଦାନ୍ତ ହସ୍ପିଟାଲ](https://odiagossip.com/static/c1e/client/83534/migrated/8656a7d882811819e1a54955d590ff98.jpg)
![ମହାରଥୀ ଗୁରୁତର : ଏୟାର ଆମ୍ବୁଲାନ୍ସରେ ଗଲେ ମେଦାନ୍ତ ହସ୍ପିଟାଲ](https://odiagossip.com/static/c1e/client/83534/migrated/8656a7d882811819e1a54955d590ff98.jpg)
ଓଡ଼ିଆ ଗସିପ ବ୍ୟୁରୋ: ପିପିଲି ବିଧାୟକ ପ୍ରଦୀପ ମହାରଥୀ ଗୁରୁତର । ଗୁରୁତର ଅବସ୍ଥାରେ ତାଙ୍କୁ ଗୁରଗାଓଁ ସ୍ଥିତ ମେଦାନ୍ତ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି ।
ଆଜି ମଧ୍ୟାହ୍ନ ରେ ତାଙ୍କୁ ମେଦାନ୍ତ ହସ୍ପିଟାଲ ପଠାଯାଇଛି । ଖଣ୍ଡଗିରି ସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସାଧୀନ ଥିଲେ ମଧ୍ୟ ତାଙ୍କ ଅବସ୍ଥା ଖରାପ ହୋଇଥିଲା । ପୂର୍ବରୁ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ ।