ସୋସିଆଲ ମିଡିଆରେ ‘ସୋନିଆ ଗାନ୍ଧି’ଙ୍କୁ ସମାଲୋଚନା
ଓଡ଼ିଆ ଗସିପ୍ ବ୍ୟୁରୋ : ସାମାଜିକ ଗଣମାଧ୍ୟମ ମଞ୍ଚ ଟ୍ୱିଟରରେ ପ୍ରବଳ ସମାଲୋଚନାର ଶିକାର ହୋଇଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି । ଯାହା ହଜାର ହଜାର ଥର ରିଟ୍ୱିଟ୍ ହେବା ସହ ଶହ ଶହ କମେଣ୍ଟ ଦେଖିବାକୁ ମିଳିଛି ।
मेरे पति राजीव गांधी जी की सबसे महत्वपूर्ण विरासतों में से एक है 'नवोदय विद्यालयों का नेटवर्क'। मुख्य रूप से ग्रामीण क्षेत्रों के प्रतिभाशाली बच्चों के लिए उच्च गुणवत्ता वाली आधुनिक शिक्षा को सुलभ और सस्ती बनाना ही उनका सपना था।
— Congress (@INCIndia) May 20, 2021
- कांग्रेस अध्यक्षा श्रीमती सोनिया गांधी#COVID19 pic.twitter.com/LAVpFVrxnM

କଥା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଥିଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି । କୋଭିଡ୍ ମହାମାରୀରେ ଅନାଥ ହୋଇଥିହା ପିଲାମାନଙ୍କୁ ନବୋଦୟ ବିଦ୍ୟାଳୟ ଗୁଡ଼ିକରେ ମାଗଣା ଶିକ୍ଷାଦାନ ପାଇଁ ଅନୁରୋଧ କରିଥିଲେ । ହେଲେ ସେଥିରେ ସେ ରାଜୀବ ଗାନ୍ଧିଙ୍କ ଦ୍ୱାରା ଆରମ୍ଭ ହୋଇଥିବା ନବୋଦୟ ବିଦ୍ୟାଳୟ ନେଟୱର୍କ ସମ୍ପର୍କରେ ଆଲୋକପାତ କଲା ବେଳେ ‘ୱାନ୍ ଅଫ୍ ମାଇ ହାଜବେଣ୍ଡ” ବୋଲି ଉଲ୍ଲେଖ କରିଦେଇଛନ୍ତି । ଯାହା ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି ।....
Hello Sick People,
— Sonam Mahajan (@AsYouNotWish) May 20, 2021
One of my husband and one of my husbands don’t mean the same thing.
There is no grammar mistake there, the only thing that needs correction is your thought process.
Don’t stoop so low in the name of political disagreement.