ବିଜେଡ଼ିରେ ମିଶିଲେ ଓଲିଉଡର ଗାୟକ ହ୍ୟୁମାନ ସାଗର

ବିଜେଡ଼ିରେ ମିଶିଲେ ଓଲିଉଡର ଗାୟକ ହ୍ୟୁମାନ ସାଗର
ବିଜେଡ଼ିରେ ମିଶିଲେ ଓଲିଉଡର ଗାୟକ ହ୍ୟୁମାନ ସାଗର

ଭୁବନେଶ୍ୱର: ଖୁବ କମ ଦିନରେ ବଲିଉଡର ସଙ୍ଗୀତ ଜଗତରେ ଚର୍ଚ୍ଚିତ ହୋଇଥିବା ହ୍ୟୁମାନ ସାଗର ଆଜି ଶଙ୍ଖ ହାତ ଧରିଛନ୍ତି । କହିବାକୁ ଗଲେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ବିଧିବଦ୍ଧ ଭାବେ ବିଜେଡିରେ ମିଶିଛନ୍ତି । ତାଙ୍କ ସହ ତାଙ୍କର ଅନ୍ୟ ସହଯୋଗୀ ମଧ୍ୟ ଦଳରେ ମିଶିଛନ୍ତି ।

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତରେ ହ୍ୟୁମାନ ଓ ତାଙ୍କ ସହଯୋଗୀ ଦଳରେ ମିଶିଛନ୍ତି । ହ୍ୟୁମାନ ଦଳରେ ମିଶିଲେ ସ୍ଥିତି ଆହୁରି ମଜବୁତ ହେବ ବୋଲି ମୁଖ୍ୟମନ୍ତ୍ରୀ ମତ ରଖିଥିଲେ । ନିର୍ବାଚନ ଜିତିବାର ହ୍ୟୁମାନଙ୍କ ଭୂମିକା ବହୁତ ରହିବ ବୋଲି ଚର୍ଚ୍ଚା ଜୋର ଧରିଛି ।

କିଛି ଦିନ ତଳେ ହ୍ୟୁମାନ ଅରମାନ ମ୍ୟୁଜିକ ନାମକ ୟୁ ଟ୍ୟୁବ ଚ୍ୟାନେଲରେ ନବୀନ ନବୀନ ଗୀତ ଗାଇ ଫ୍ୟାନଙ୍କ ମନ ଜିଣିଥିଲେ ।

Share this story