ବିଜେଡି ନୂଆ ରଣନୀତି: ନବୀନ-ନଳୀନି ଭେଟଘାଟ

ବିଜେଡି ନୂଆ ରଣନୀତି: ନବୀନ-ନଳୀନି ଭେଟଘାଟ
ବିଜେଡି ନୂଆ ରଣନୀତି: ନବୀନ-ନଳୀନି ଭେଟଘାଟ

ଭୁବନେଶ୍ୱର: ଚର୍ଚ୍ଚାର ଅବସାନ ଘଟିଲା । ଶଙ୍ଖ ଫୁଙ୍କିଲେ ପୂର୍ବତନ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ । ବିଜେଡି ତାଙ୍କୁ ଆଗାମୀ ନିର୍ବାଚନରେ ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ କରିଵ ବୋଲି ପୂର୍ବରୁ ଚର୍ଚ୍ଚା ହୋଇଆସୁଥିଲା । ଆଜି ସେ ବିଜେଡିରେ ଯୋଗ ଦେବା ପରେ ଏହି ଚର୍ଚ୍ଚା ଆହୁରି ଜୋର ଧରିଛି ।

ଫେବୃଆରୀ ୨୮ ତାରିଖରେ ପୂର୍ତ୍ତ ବିଭାଗ ସଚିବ ପଦରୁ ଇସ୍ତଫା ଦେଇଥିବା ଦଳିନୀକାନ୍ତ ପ୍ରଧାନ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି । କିଛି ଦିନ ତଳେ ବ୍ୟକ୍ତିଗତ କାରଣ ଦର୍ଶାଇ ସେ ନିଜ ପଦରୁ ଇସ୍ତଫା ଦେଇଥିଲେ ।

Share this story