ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ହେଲେ ଗୋପବନ୍ଧୁ ଦାସ

ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ହେଲେ ଗୋପବନ୍ଧୁ ଦାସ
ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ହେଲେ ଗୋପବନ୍ଧୁ ଦାସ

ଭୁବନେଶ୍ୱର: ଗୋପବନ୍ଧୁ ଦାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ରାଜନୈତିକ ସଚିବ ଭାବରେ ନିଯୁକ୍ତି ପାଇଛନ୍ତି । ଗୋପବନ୍ଧୁଙ୍କ ନିଯୁକ୍ତି ନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି ।

ଗୋପବନ୍ଧୁ ଦାସ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ସଚିବ ଭାବରେ କାର୍ଯ୍ୟ କରୁଥିଲେ । ତେବେ ଅକ୍ଟୋବର ୨୦୧୯ରେ ଗୋପବନ୍ଧୁଙ୍କ କାର୍ଯ୍ୟକାଳ ସରୁଥିବା ବେଳେ ସେ ଗତ ଫ୍ରେବୃଆରୀ ମାସରେ ନିଜ ପଦବୀରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ ।

Share this story