ଆସନ୍ତାକାଲି ପ୍ରାଥିର୍ପତ୍ର ଦାଖଲ କରିବେ ନବୀନ

ଆସନ୍ତାକାଲି ପ୍ରାଥିର୍ପତ୍ର ଦାଖଲ କରିବେ ନବୀନ
ଆସନ୍ତାକାଲି ପ୍ରାଥିର୍ପତ୍ର ଦାଖଲ କରିବେ ନବୀନ

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାଥିର୍ପତ୍ର ଦାଖଲ ପ୍ରକ୍ରିୟା ଅାରମ୍ଭ ହୋଇଛି । ଅାସନ୍ତାକାଲି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନାମାଙ୍କନ ପତ୍ର ଦାଖଲ କରିବେ । ଗଞ୍ଜାମ ଜିଲ୍ଲା ହିଂଜିଳି ଅାସନ ପାଇଁ ନବୀନ ପ୍ରାଥିର୍ପତ୍ର ଦାଖଲ କରିବେ ବୋଲି ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ପାଣିଗ୍ରାହୀ କହିଛନ୍ତି ।

ବୁଧବାର ଶୁଭବେଳା ଦେଖି ନବୀନ ଛତ୍ରପୁରରେ ରିଟର୍ଣ୍ଣି ଅଫିସରଙ୍କ ପାଖରେ ପ୍ରାଥିର୍ପତ୍ର ଦାଖଲ କରିବେ ବୋଲି ସୂଚନା ମିଳିଛି । ୨୦୦୦ ମସିହାରୁ ନବୀନ ଏହି ଅାସନରୁ ପ୍ରତିନିଧିତ୍ୱ କରି ଅାସୁଛନ୍ତି ।

Share this story