୨୦ ଜଣ ବିଧାନସଭା ପ୍ରାର୍ଥୀଙ୍କ ତାଲିକା ଘୋଷଣା କଲା କଂଗ୍ରେସ, ଜାଣନ୍ତୁ କାହାକୁ ମିଳିଛି ଟିକେଟ

୨୦ ଜଣ ବିଧାନସଭା ପ୍ରାର୍ଥୀଙ୍କ ତାଲିକା ଘୋଷଣା କଲା କଂଗ୍ରେସ, ଜାଣନ୍ତୁ କାହାକୁ ମିଳିଛି ଟିକେଟ
୨୦ ଜଣ ବିଧାନସଭା ପ୍ରାର୍ଥୀଙ୍କ ତାଲିକା ଘୋଷଣା କଲା କଂଗ୍ରେସ, ଜାଣନ୍ତୁ କାହାକୁ ମିଳିଛି ଟିକେଟ

କଂଗ୍ରେସ ପକ୍ଷରୁ ୨୦ ଜଣ ବିଧାନସଭା ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି । ସେମାନେ ହେଲେ…

ତେଲକୋଇ- ମୋହନ ହେମ୍ବ୍ରମ୍‌

ପାଟନା- ଗୋପେଶ୍ୱର ନାଏକ

ଯଶୀପୁର- ମହେନ୍ଦ୍ର ନାଏକ

ଉଦଳା- ବେଣୁଧର ମହାପାତ୍ର

ବାରିପଦା- ଦଶରଥ ସିଂ

ଭୋଗରାଇ- ସତ୍ୟଶିବ ଦାସ

ବସ୍ତା- ବିଜନ ନାୟକ

ରେମୁଣା- ପ୍ରତାପ ସେଠୀ

ବାସୁଦେବପୁର- ଅଶୋକ କୁମାର ଦାସ

ଧାମନଗର- ବିଦ୍ୟାଧର ଜେନା

ବିଞ୍ଝାରପୁର- ମନୋରଞ୍ଜନ ଦାସ

ବରୀ- ଉମେଶ ଜେନା

ସୁକିନ୍ଦା- ଶରତ ରାଉତ

ପରଜଙ୍ଗ- ଯଶସ୍ୱିନୀ ରାଉତ

ନିଆଳି- ମମତା ଭୋଇ

ମାହାଙ୍ଗା- ଦେବେନ୍ଦ୍ର କୁମାର ସାହୁ

ପାଟକୁରା- ଜୟନ୍ତ ମହାନ୍ତି

ତିର୍ତ୍ତୋଲ- ବିଭୁ ପ୍ରସାଦ ତରାଇ

ପୁରୀ- ଅରୋ ପ୍ରସାଦ ମିଶ୍ର

ନୟାଗଡ- ମନୋଜ କୁମାର ସାହୁ

Share this story