କଂଗ୍ରେସର ଲୋକସଭା ପ୍ରାର୍ଥୀନୀ ହେଲେ ଉର୍ମିଳା ମାତୋଣ୍ଡକର

କଂଗ୍ରେସର ଲୋକସଭା ପ୍ରାର୍ଥୀନୀ ହେଲେ ଉର୍ମିଳା ମାତୋଣ୍ଡକର
କଂଗ୍ରେସର ଲୋକସଭା ପ୍ରାର୍ଥୀନୀ ହେଲେ ଉର୍ମିଳା ମାତୋଣ୍ଡକର

ମୁମ୍ବାଇ: ନିକଟରେ କଂଗ୍ରେସରେ ସାମିଲ ହୋଇଥିବା ବଲିଉଡ ଅଭେନେତ୍ରୀ ଉର୍ମିଳା ମାତୋଣ୍ଡକରଙ୍କୁ ଲୋକସଭା ପ୍ରାର୍ଥୀ କରିଛି ଦଳ । ମୁମ୍ବାଇ ଉତ୍ତରରୁ କଂଗ୍ରେସ ତାଙ୍କୁ ଲୋକସଭା ପ୍ରାର୍ଥୀ କରିଛି । ଏବେ ଉର୍ମିଳାଙ୍କ ରାଜନୈତିକ ଲଢ଼େଇ ବିଜେପିର ଗୋପାଲ ସେଟ୍ଟିଙ୍କ ସହ ହେବ ।

କଂଗ୍ରେସର ନୀତି ଓ ଆଦର୍ଶରେ ସେ ଅନୁପ୍ରାଣିତ ହୋଇ ସେ ସାମିଲ ହୋଇଥିବା କହିଥିଲେ । ବାକ୍‌ ସ୍ୱାଧୀନତା କଥା କହି ବିଜେପିକୁ ଟାଗେର୍ଟ କରିଥିଲେ ଉର୍ମିଳା ।

Share this story